Latest Odisha News

BREAKING NEWS

ଓୟୁଏଟି ପିଜି-ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଉଚ୍ଚଶିକ୍ଷା ଓ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି…

Nathan Thomas: ମାତ୍ର ୧୮ ବର୍ଷ ବୟସରେ ପ୍ରଫେସର, ଭାଙ୍ଗିଲେ ୩୦୬ ବର୍ଷର ବିଶ୍ୱ ରେକର୍ଡ!

ନୂଆଦିଲ୍ଲୀ: ଯେଉଁ ବୟସରେ ଅଧିକାଂଶ ଯୁବକ-ଯୁବତୀ କଲେଜରେ ନାମ ଲେଖାଇ ପଢ଼ା ଆରମ୍ଭ କରନ୍ତି, ସେହି ବୟସରେ ଜଣେ ଯୁବକ କଲେଜରେ ଛାତ୍ରମାନଙ୍କୁ ପାଠ ପଢ଼ାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ଫ୍ଲୋରିଡାର ନାଥନ୍ ଥୋମାସ ମାତ୍ର ୧୮ ବର୍ଷ ୩୪୬ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ପୁରୁଷ…

ଖଣ୍ଡ ଖଣ୍ଡ ପାକିସ୍ତାନ, ଅଗଷ୍ଟ ୧୧ରେ ସ୍ୱାଧୀନତା ଦିବସ ପାଳିବ ବେଲୁଚିସ୍ତାନ

ଇସଲାମାବାଦ: ପାକିସ୍ତାନଠାରୁ ଅଲଗା ହେବା ପାଇଁ ବେଲୁଚିସ୍ତାନ ଅଗଷ୍ଟ ୧୧ ତାରିଖକୁ "ସ୍ୱାଧୀନତା ଦିବସ" ଭାବରେ ଘୋଷଣା କରିଛି। ବେଲୁଚିସ୍ତାନ ନେତାମାନେ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱୀକୃତି ପାଇଁ ଆବେଦନ କରିଛନ୍ତି। ଭାରତ ବେଲୁଚିସ୍ତାନକୁ ଏକ ପୃଥକ ଦେଶ ଭାବରେ ମାନ୍ୟତା ଦେବ କି ନାହିଁ ସେ…

ହଠାତ୍ ବନ୍ଦ ହୋଇଗଲା କି ଆପଣଙ୍କ WhatsApp? ଆପଣ ବି କରୁନାହାନ୍ତି ତ ଏହି ଭୁଲ?

ନୂଆଦିଲ୍ଲୀ: ଭାରତର ଅନେକ WhatsApp ବ୍ୟବହାରକାରୀଙ୍କ ଆକାଉଣ୍ଟ ହଠାତ୍ ବନ୍ଦ ହୋଇଯାଇଛି। କୌଣସି ପୂର୍ବ ସୂଚନା ନ ଦେଇ Meta ଅନେକ ୟୁଜରଙ୍କ ଆକାଉଣ୍ଟ ବ୍ୟବହାର ଉପରେ ଅସ୍ଥାୟୀ କଟକଣା ଲଗାଇଥିବା ଅଭିଯୋଗ ହୋଇଛି। ଏନେଇ ଅନେକ ୟୁଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ସ୍କ୍ରିନ୍‌ସଟ୍‌…

Starship Floating: ଭାରତ ମହାସାଗରରେ ଭାସୁଥିବା ଷ୍ଟାରସିପ୍! ସାଟେଲାଇଟ୍‌ରେ କଏଦ ହେଲା ସ୍ପେସ୍ ଏକ୍ସର ଐତିହାସିକ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ SpaceX ପୁଣିଥରେ ମହାକାଶ ଜଗତରେ ନୂଆ ଇତିହାସ ରଚିଛି। ଭାରତ ମହାସାଗର ମଝିରେ ଭାସୁଥିବା ଷ୍ଟାରସିପ୍ ପ୍ରୋଟୋଟାଇପ୍ ସିପ୍ ୪୦କୁ ଉଦ୍ଧାର କରାଯାଉଥିବା ବେଳର ଦୃଶ୍ୟ ସାଟେଲାଇଟ୍ ଛବିରେ କଏଦ ହୋଇଛି। ଏହି ଛବିଗୁଡ଼ିକୁ କଲୋରାଡୋ ଭିତ୍ତିକ ଜିଓ ସ୍ପେସିଆଲ୍…

ବନ୍ଧୁକ ମୁନରେ ଲୁଟିନେଲେ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା

ଭଦ୍ରକ: ଭଦ୍ରକର ଜଗଦଲପୁର ଗାଁରେ ଡକାୟତମାନେ ବନ୍ଧୁକ ମୁନରେ ଘରୁ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜଗଦଲପୁର ଗାଁରେ ଏକ ସଶସ୍ତ୍ର ଡକାୟତି ଦଳ ବନ୍ଧୁକ ମୁନରେ ଏକ ପରିବାରକୁ କାବୁ କରିଥିବା ଅଭିଯୋଗ ହୋଇଛି। ଗାଁର ନିରଞ୍ଜନ ଶତପଥୀଙ୍କ ଘରେ ସଶସ୍ତ୍ର…

୧.୨ କୋଟିର କଫ ସିରଫ ଜବତ, ୨ ଗିରଫ

ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ ବୋତଲ ଉଦ୍ଧାର କରାଯାଇଛି।…

ଚାନ୍ଦିପୁରା ଭାଇରସ୍‌ରେ ୨୨ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟରେ ଚାନ୍ଦିପୁରା ଭାଇରସ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୧୮୪ ଜଣ ସନ୍ଦିଗ୍ଧ ମାମଲା ମଧ୍ୟରୁ ୩୫ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷଣ ଏବଂ ଚିକିତ୍ସା ପ୍ରୟାସ ଜାରି ରଖିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ…

ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୨ ଅଗ୍ନିଶମ କର୍ମଚାରୀ ମୃତ, ୩ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ବିଳମ୍ବିତ ରାତିରେ ଇକୋଟେକ୍-୩ ଥାନା ଅଞ୍ଚଳରେ ଥିବା ILGIM କମ୍ପାନୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ସମୟରେ କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିଶମ କର୍ମଚାରୀ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି…

ବିଜେପିକୁ ମାତ୍ ଦେଇଥିବା ପ୍ରଶାନ୍ତ କିଶୋର କେତେ ସମ୍ପତିର ମାଲିକ…

ନୂଆଦିଲ୍ଲୀ: ବିହାରର ବାଙ୍କିପୁର ଆସନରେ ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ସେ ବିଜେପିର ନୀରଜ କୁମାରଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି। ପାଟନାର ବୋରିଂ ରୋଡରେ ଥିବା ଏଏନ କଲେଜରେ ସକାଳ ୮ଟାରୁ ଗଣନା ଆରମ୍ଭ ହୋଇଥିଲା ଏବଂ ଜନ ସୂରଜ ପାର୍ଟି ପ୍ରାର୍ଥୀ ପ୍ରଶାନ୍ତ କିଶୋର…