ଓଡ଼ିଶାରେ ଲୋକସଭା ଭୋଟ୍ କେଉଁଠି ଓ କେଉଁଦିନ ହେବ ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ୫୪୩ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଓଡ଼ିଶାରେ ୨୧ଟି ଲୋକସଭା ଆସନ ପାଇଁ କେଉଁଠି ଓ କେଉଁଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଆସନ୍ତୁ ଜାଣିବା ।
ମେ’ ୧୩ ତାରିଖରେ କଳାହାଣ୍ଡି,…