ସିଏଏ ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କଲେ କଙ୍ଗନା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିଛି। ସରକାରଙ୍କ ଏହି ପଦକ୍ଷେପକକୁ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରଶଂସା କରିଛନ୍ତି । ସେ ସୋସିଆଲ ମିଡିଆରେ ସିଏଏ ବିଜ୍ଞପ୍ତିକୁ ସମର୍ଥନ ଜଣାଇ ଜାତୀୟ ପତାକା ସହିତ ସିଏଏ ଲେଖିଛନ୍ତି ।…