ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଦୌଡରୁ ବାଦ ପଡିଲେ ଭାରତର ବଜରଙ୍ଗ ପୁନିଆ, ରବି ଦାହିୟା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ବଜରଙ୍ଗ ପୁନିଆ ଓ ରବି ଦାହିୟା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ସେମାନେ ଆଗାମୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଚୟନ ପାଇଁ ଆୟୋଜିତ ଟ୍ରାଏଲରେ ପରାଜିତ ହୋଇଛନ୍ତି । ଡବ୍ଲ୍ୟୁଏଫଆଇର ପୂର୍ବ…