ଖୁବ ଶୀଘ୍ର ବିବାହ କରିବେ ତାପସୀ-ମାଥିଏସ ବୋଏ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାପସୀ ତାଙ୍କର ଦୀର୍ଘଦିନର ବନ୍ଧୁ ତଥା ବ୍ୟାଡମିଂଟନ ଖେଳାଳି ମାଥିଏସ ବୋଏଙ୍କୁ ମାର୍ଚ୍ଚ ମାସରେ ବିବାହ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୋଏ ଓ ତାପସୀ ୧୦ ବର୍ଷ ହେବ ପରସ୍ପରକୁ…