Latest Odisha News

BREAKING NEWS

ଦୁନିଆର ସବୁଠାରୁ ଲମ୍ବା କାଚର ପୋଲ, ଭାରତର ଏହି ସ୍ଥାନରେ ରହିଛି ଏକ କାଚ ବ୍ରିଜ୍

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ରିଜ ଅଛି, ଯେଉଁଠାକୁ ଲୋକମାନେ ଯିବାକୁ ଭୟ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବବୃହତ କାଚ ବ୍ରିଜ୍ ବିଷୟରେ କହିବାକୁ ଯାଉଛୁ | ଭିଏତନାମରେ ଅବସ୍ଥିତ ବ୍ୟାକ୍ ଲାଙ୍ଗ୍ ବ୍ରିଜକୁ ଦୁନିଆର ସବୁଠାରୁ ଲମ୍ବା କାଚ ବ୍ରିଜ୍ ବୋଲି କୁହାଯାଏ । ତେବେ…

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟରେ ୧୫ ଟି ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳପ୍ରଦେଶରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ଓଡ଼ିଶା ସମେତ ୧୫ ଟି ରାଜ୍ୟର ୫୬ ଟି ଆସନ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି ।…

ଆସନ୍ତୁ ଜାଣିବା ବିଲ୍ ଗେଟସଙ୍କ ସଫଳତାର ମନ୍ତ୍ର

ନୂଆଦିଲ୍ଲୀ:  ପ୍ରତ୍ୟେକ ମଣିଷ ନିଜ ଜୀବନରେ ସଫଳତା ପାଇବାକୁ ଚାହିଁଥାନ୍ତି। କିଏ କାର୍ଯ୍ୟ କ୍ଷେତ୍ରରେ ତ ଆଉ କିଏ କ୍ୟାରିୟରରେ ଆଗକୁ ଯିବାକୁ ଚେଷ୍ଟା କରନ୍ତି।  ତେବେ ଯେଉଁ ମଣିଷ ସଚ୍ଚୋଟ ଏବଂ କଠିନ ପରିଶ୍ରମ କରିଥାଏ ସେ ସଫଳତା ପାଇଥାଏ। ଦୁନିଆରେ ବହୁତ ଲୋକ ଏପରି ଅଛନ୍ତି ସଫଳତା ପାଇ ନିଜର…

ଏନଏସି ମାନ୍ୟତା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ବଲାଙ୍ଗିର/ସୁବର୍ଣ୍ଣପୁର/କଳାହାଣ୍ଡି/ବାଲେଶ୍ୱର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ…

ମୋଦିଙ୍କୁ ଯାଆଁଳା ଭଉଣୀଙ୍କ ଚିଠି

ନୂଆଦିଲ୍ଲୀ: ରାଜସ୍ଥାନର ଦେସା  ଜିଲ୍ଲାରେ ରହୁଥିବା ଯାଆଁଳା ଭଉଣୀ ଅର୍ଚ୍ଚିତା ଏବଂ ଅର୍ଚ୍ଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଦୁଇ ଭଉଣୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ତାଙ୍କ ପରିବାର ସଦସ୍ୟଙ୍କ ଏକ ଡ୍ରଇଂ ମଧ୍ୟ ତିଆରି କରିଛନ୍ତି । ଯାହା…

ପଟିଆ ରେଳ ଷ୍ଟେସନ ଓ ଗାଡ଼କଣ ରାସ୍ତା ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ଓ ଗୁରୁ କେଳୁଚରଣ ମହାପାତ୍ର ପାର୍କ, ଗାଡ଼କଣକୁ ସଂଯୋଗ କରୁଥିବା ସିଡିପି ରାସ୍ତା ନିର୍ମାଣ ପାଇଁ ପଟିଆ ସ୍ଥିତ କନକ ଦୁର୍ଗା ମନ୍ଦିରରେ ଜନଶୁଣାଣି କରାଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ସଡ଼କ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ।…

କବିତା : ବ୍ୟତିକ୍ରମ

ସଞ୍ଜିତା ପ୍ରଧାନ ତୁମେ, ମୁଁ, ସେମାନେ ମାପି ହେଉ ନଥିବା ଦୂରତ୍ୱର ବଳୟ ପରିମାପର ବିଚିତ୍ର ଅଭାବ । ଦେଖ ! ପେଟର ଭୋକ ସ୍ବେଦ ଏଠି ମାଲିକର ହୁକୁମ ରକ୍ତର ପାଉଣା ମାଗେ ଚର୍ମ ଘୋଡେଇ କଙ୍କାଳ ଦିନରାତି ଖଟେ କୋରଡ଼ିଆ ଆଖି ଦୁଇ ଜଳେଇଯାଏ ଖୁଦ ମହଙ୍ଗା ପଡ଼େ । ତେବେ ବି ଲଙ୍ଗଳା…

ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ, ଶିମିଳିପାଳରେ ୨୭ ମଧ୍ୟରୁ ୧୩ କଳାବାଘ ଚିହ୍ନଟ

ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ରାଜ୍ୟରେ ୩୦ ମହାବଳରୁ ୧୪ ଟି ବାଘୁଣୀ ରହିଛନ୍ତି । ସେହିପରି ୧ ବର୍ଷରୁ କମ ୮ ଟି ବାଘ ଛୁଆ ଶିମିଳିପାଳରେ ଅଛନ୍ତି । ସର୍ବଭାରତୀୟ…

ଖାଦ୍ୟପ୍ରେୟରେ କମ୍ ଖର୍ଚ୍ଚ କରନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ଲୋକଙ୍କ ଘରୋଇ ଖର୍ଚ୍ଚକୁ ନେଇ ଏକ ସରକାରୀ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗତ ୧୦ ବର୍ଷ ଭିତରେ ଭାରତୀୟଙ୍କ ଘରୋଇ ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଆସିଛି । ସେମାନଙ୍କ ଖର୍ଚ୍ଚ ଦୁଇ ଗୁଣ ବଢ଼ିଛି । ହେଲେ ଖାଦ୍ୟ ଓ ପାନୀୟରେ…

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ

ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର…