Latest Odisha News

BREAKING NEWS

ଏହି ଦେଶରେ ସିଙ୍ଗଡା ଖାଉଥିଲେ ଦିଆଯାଇଥାଏ ଦଣ୍ଡ

ନୂଆଦିଲ୍ଲୀ: ସିଙ୍ଗଡା କାହାକୁ ବା ଭଲ ନ ଲାଗେ । ସିଙ୍ଗଡା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ । ସିଙ୍ଗଡା ପ୍ରତ୍ୟେକ ଭାରତୀୟଙ୍କର ପ୍ରିୟ ଖାଦ୍ୟ । ଘରକୁ ଅତିଥି ଆସିବାକୁ ଥାଉ କିମ୍ବା ସନ୍ଧ୍ୟା ସମୟର ସ୍ନାକ୍ସ ହେଉ ଅଥବା ସକାଳ ଜଳଖିଆ ହେଉ ସିଙ୍ଗଡା ପ୍ରାୟ ସମସ୍ତଙ୍କର ପ୍ରଥମ…

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଆରମ୍ଭ କରିଥିଲେ କୃଷକ କଲ୍ୟାଣକାରୀ ଯୋଜନା । ଏହି ଯୋଜନା ଅଧିନରେ ଦେଶର…

ଆଉ ଆନ୍ଧ୍ର ପକ୍ଷରୁ ରଣଜୀ ଖେଳିବେନି ହନୁମା ବିହାରୀ

ନୂଆଦିଲ୍ଲୀ: ଭାରତୀୟ ଟିମରୁ ବାଦ ପଡିଥିବା ହନୁମା ବିହାରୀ ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ରଣଜୀ ସିଜନ ଆରମ୍ଭରେ ସେ ଆନ୍ଧ୍ର କ୍ରିକେଟ ଟିମର ଅଧିନାୟକ ଥିଲେ । ଦ୍ୱିତୀୟ ମ୍ୟାଚର ଠିକ ପୂର୍ବରୁ ସେ ଅଧିନାୟକ ପଦରୁ ହଟି ଯାଇଥିଲେ । ଏହା ପରେ କ୍ୱାର୍ଟର ଫାଇନାଲରେ ହାରି ଆନ୍ଧ୍ରପ୍ରଦେଶ ଟାଇଟଲ…

ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ: ପରଲୋକ ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ । ୭୨ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସ । ଏନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ପଙ୍କଜ । ପଙ୍କଜ ଉଧାସଙ୍କ ମୃତ୍ୟୁକୁ ନେଇ ପୁରା ସଙ୍ଗୀତ…

ମହଙ୍ଗା ପଡିଲା ସିଂହର ନାମ ଆକବର ସିଂହୀର ନାମ ସୀତା ରଖିବା: ନିଲମ୍ବିତ ହେଲେ ତ୍ରିପୁରା ବନ ବିଭାଗ ଅଧିକାରୀ

କଲିକତା: ପଶ୍ଚିମବଙ୍ଗ ପ୍ରାଣୀ ଉଦ୍ୟାନରେ ଆକବର ନାମକ ସିଂହ ଏବଂ ସୀତା ନାମକ ସିଂହୀକୁ ନେଇ ଉପୁଜି ଥିବା ବିବାଦ ପରେ ତ୍ରିପୁରା ସରକାର ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ ବିଭାଗ (ବନ୍ୟଜନ୍ତୁ ଏବଂ ଇକୋ-ଟୁରିଜିମ୍) ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି । ବାସ୍ତବରେ ଏହି ସିଂହ ଏବଂ…

ଉପକୃତ ହେବେ ୪ଲକ୍ଷ ଭିନ୍ନକ୍ଷମ, କୃତ୍ରିମ ଅଙ୍ଗ ଓ ସହାୟକ ଉପରଣ ଯୋଗାଇବେ ସରକାର

ଭୁବନେଶ୍ୱର: ମିଳିବ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ । ବିଭିନ୍ନ କେନ୍ଦ୍ର ଓ ଭାମ୍ୟମାଣ ଶିବିର ଜରିଆରେ ଜାରି ରହିବ ବିତରଣ । ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହ ଅନ୍ୟାନ୍ୟ ସହାୟକ ସରଞ୍ଜାମ । ସାମାଜିକ ସୁରକ୍ଷା…

ଘରୋଇ ମାଟିରେ ଟିମ ଇଣ୍ଡିଆର କ୍ରମାଗତ ୧୭ତମ ସିରିଜ ବିଜୟ, ଭାରତରେ ଧ୍ୱସ୍ତ ହେଲା ଇଂଲଣ୍ଡର ବ୍ୟାଜବଲ ଶୈଳୀ

ରାଂଚୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ୧୯୨ ରନର ଲକ୍ଷ୍ୟକୁ ଭାରତ ୫ ୱିକେଟ ହରାଇ ହାସଲ କରିନେଇଛି । ଧ୍ରୁବ ଜୁରେଲ ୩୯ ଓ ଶୁଭମନ ଗିଲ ୫୨ ରନ କରି ଅପରାଜିତ ରହିଥିଲେ । ସେମାନେ ଷଷ୍ଠ ୱିକେଟରେ ଅପରାଜିତ ୭୨ ରନର…

ସିବିଏସଇ ଦଶମ ବୋର୍ଡ୍ ପରୀକ୍ଷାରେ ଓଡ଼ିଆ ଭାଷାକୁ ଅସମ୍ମାନ, ଭୁଲ୍ ପ୍ରଶ୍ନ ପଢି ଉତ୍ତର ଲେଖିଲେ ପିଲା

ଭୁବନେଶ୍ୱର: ପୁଣି ଓଡ଼ିଆ ଭାଷାକୁ ଅସମ୍ମାନ ! ଓଡ଼ିଆ ଭାଷା ସମ୍ମିଳନୀରେ କାନ୍ତକବିଙ୍କୁ 'କଣ୍ଠକବି' କହି ଓଡ଼ିଆ ଭାଷାର ଯେପରି ଅପମାନିତ କରାଯାଇଥିଲା, ସେ କ୍ଷୋଭ ଏବେ ବି ମନରୁ ଯାଇନି । ଆଉ ଏହାରିଭିତରେ ଆଉ ଏକ ଭୟଙ୍କର ତ୍ରୁଟି ସାମ୍ନାକୁ ଆସିଛି । ତାହା ପୁଣି ସିବିଏସଇ ଦଶମ ବୋର୍ଡ…

ପାର୍ବତୀ କୁଣ୍ଡ, ଲାକ୍ଷାଦ୍ଵୀପ ସମୁଦ୍ରକୁଳ ଆଉ ଏବେ ଦ୍ଵାରକା ସମୁଦ୍ର, ମନ କିଣୁଛି ମୋଦୀଙ୍କ ଏହି ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଗୁଜୁରାଟର ଦ୍ଵାରିକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ଭାରତର ସର୍ବବୃହତ କେବୁଲ ବ୍ରିଜ୍ ସୁଦର୍ଶନ ସେତୁର ଲୋକାର୍ପଣ କରିଥିଲେ । ଦ୍ଵାରକାରେ ପ୍ରଧାନମନ୍ତ୍ରୀ ଗଭୀର ସମୁଦ୍ର ଭିତରକୁ ଯାଇ ସେହି ସ୍ଥାନରେ ପାର୍ଥନା କରିଥିଲେ…

ଓଡ଼ିଶା ସମେତ ଦେଶରେ ୨ ହଜାରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶବାସୀଙ୍କୁ ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ।…