Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ମହାବାହୁଙ୍କ ଗଜ ଉଦ୍ଧାରଣ ବେଶ, ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଲୋକନାଥ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ବାରା ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ ।…

ବିଶ୍ୱର ସବୁଠାରୁ ଲମ୍ୱା ସହର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଚମକଦାର ଏବଂ ବିଳାସପୂର୍ଣ୍ଣ ସହର ଭାବେ ଆମେ ଜାଣିଛେ । ହେଲେ ଆପଣ ଜାଣିଛନ୍ତି କି ବ୍ୟାଙ୍କକ ସହର ସହିତ ଜଡିତ କିଛି କଥା ଯାହା ଏହାକୁ ସ୍ୱତନ୍ତ୍ର କରିଛି । ବ୍ୟାଙ୍କକ୍ ବିଶ୍ୱର ସବୁଠାରୁ ଲମ୍ୱା ସହରର ନାଁ ଭାବେ ଦାବି କରିଛି । ନିକଟରେ…

ତାତିରୁ ମିଳିଲା ଆଶ୍ୱସ୍ତି: ରାଜ୍ୟର ୯ ଜିଲ୍ଲାରେ ହାଲୁକା ବର୍ଷା, ୨୯ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ…

ତାଜ ମହୋତ୍ସବରେ ସଂସ୍କୃତି ଓ ସମୃଦ୍ଧିର ଝଲକ୍

ନୂଆଦିଲ୍ଲୀ: ତାଜ ମହୋତ୍ସବ ଉତ୍ତର ପ୍ରଦେଶର ଏକ ପ୍ରସିଦ୍ଧ ସାଂସ୍କୃତିକ ପୂର୍ବ। ଯାହା ପ୍ରତିବର୍ଷ ଆଗ୍ରାରେ ଆୟୋଜନ କରାଯାଉଛି। ଏହି ଅବସରରେ କଳା ଏବଂ ସଂସ୍କୃତି ସହିତ ଜଡିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ତାଜ ମହୋତ୍ସବର ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆଗ୍ରା ପର୍ଯ୍ୟଟନକୁ ପ୍ରତ୍ସାହିତ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ…

ମୁଁ ମଲାଲା ନୁହେଁ, ମୁଁ ଭାରତରେ ସ୍ୱାଧୀନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଜଣେ ସମାଜସେବୀ ତଥା ସାମ୍ୱାଦିକ ୟାନା ମୀରଙ୍କୁ ବ୍ରିଟେନ୍ ସଂସଦରେ ବିବିଧତା ଆମ୍ୱାସାଡର ପୁରସ୍କାରରେ ସମ୍ମାନିତ କରାଯାଇଛି । ଜମ୍ମୁ କାଶ୍ମୀରକୁ ନେଇ  ପ୍ରଚାର ପ୍ରସାର  ବିରୋଧରେ ୟାନା ମୀରଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ବ୍ରିଟେନର ଜମ୍ମୁକାଶ୍ମୀର…

ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମ ଯୋଗ୍ୟତା ହାସଲ କରି ନ ପାରିବାରୁ ତାଙ୍କୁ ସମାଲୋଚନା…

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡି ପାରନ୍ତି ଈଶାନ କିଶାନ, ଶ୍ରେୟାଶ ଆୟାର: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଓ ଈଶାନ କିଶାନ ରଣଜୀ ଟ୍ରଫି ନ ଖେଳିବା ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏପରିକି ଏହି ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ…

୫୨ ବର୍ଷ ପରେ ଭାରତ-ପାକିସ୍ତାନ ଯୁଦ୍ଧରେ ବୁଡିଥିବା ପିଏନଏସ ଗାଜୀର ମିଳିଲା ଧ୍ୱଂସାବିଶେଷ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ରେ ବଡ ଧରଣର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ତାନର ପିଏନଏସ ଗାଜୀ ବୁଡା ଜାହଜକୁ ଭାରତୀୟ ସେନା ଧରାଶାୟୀ କରିଥିଲେ । ୫୨ ବର୍ଷ ପରେ ବିଶାଖପଟନମରେ ଡିଏସଆରଭି ଏହି ବୁଡା ଜାହାଜର ଧ୍ୱଂସାବିଶେଷକୁ ଉଦ୍ଧାର କରିଛି । ସମୂଦ୍ରକୂଳରୁ ୨…

ୱିମେନ୍ସ ପ୍ରିମିୟର ଲିଗ: ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ବଲିଉଡ ଗ୍ଲାମର

ବାଙ୍ଗାଲୋର: ୱିମେନ୍ସ ପ୍ରିମିୟର ଲିଗ ସିଜନ ୨ର ଉଦଘାଟନୀ ଉତ୍ସବ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଧୂମଧାମରେ ଆୟୋଜିତ ହୋଇଛି । ୪୫ ମିନିଟ ଧରି ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶାହାରୁଖ ଖାଁ, ଟାଇଗର ଶ୍ରଫ, ଶାହୀଦ କାପୁର, ବରୁଣ ଧାୱନ, ସିଦ୍ଧାର୍ଥ ମାଲହୋତ୍ରା ଓ କାର୍ତିକ…