Latest Odisha News

BREAKING NEWS

ପଦାର୍ପଣ ଟେଷ୍ଟରେ ଆକାଶଦୀପଙ୍କ କମାଲ, ୧୩ ଇନିଂସ ପରେ ଶତକ ମାରିଲେ ଜୋ ରୁଟ

ରାଂଚୀ: ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତର ଆକାଶଦୀପ ପଦାର୍ପଣ ମ୍ୟାଚରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୨ ରନ ସଂଗ୍ରହ କରିଛି । ଜୋ ରୁଟ ୨୨୬ ବଲରେ…

ଏକାମ୍ର ଉନ୍ନୟନ ପ୍ରକଳ୍ପ ପାଇଁ ବର୍ଷ ଶେଷ ସମୟ ସୀମା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଲ୍ଡ ଟାଉନ ଅଞ୍ଚଳର ଐତିହ୍ୟକୁ ସୌନ୍ଦର୍ଯ୍ୟ ଓ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଏକାମ୍ର ଉନ୍ନୟନ ପ୍ରକଳ୍ପ କୁ ସମ୍ପୂର୍ଣ୍ଣ କରିବା ପାଇଁ ଓଡ଼ିଶା ସରକାର ୨୦୨୪ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ…

ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନାନ୍ତର ହୋଇଥିଲା ଶହେ ବର୍ଷ ପୁରୁଣା ବରଗଛ, ଏବେ ଥୁଣ୍ଡା ଗଛରେ କଅଁଳିଛି ପତ୍ର

ଭୁବନେଶ୍ବର: ପ୍ରାୟ ଶହେ ବର୍ଷ ତଳର ବୁଢା ବରଗଛ ପୁଣି ପାଇଲା ନୂଆ ଜୀବନ । ଭୁବନେଶ୍ବର ସୈନିକ ସ୍କୁଲ ନିକଟ ରାସ୍ତାକୁ ଚଉଡା କରାଯିବା ସମୟରେ ବୁଢା ବରଗଛ ଟି କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରତିରୋପଣ ହେବାର ତିନି ମାସ ପରେ ଏହି ଥୁଣ୍ଟା ଗଛରେ ଏବେ ନୂଆ ପତ୍ର କଅଁଳିବା ଆରମ୍ଭ ହୋଇଯାଇଛି ।…

ରାଜଧାନୀରୁ ହଟିବ ଦଳୀୟ ପୋଷ୍ଟର ଓ ବ୍ୟାନର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ବିଏମସି

ଭୁବନେଶ୍ବର: ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଉ…

ବଢିଲା ସ୍ଵାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ, ୪ ହଜାରରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ସ୍ଵାବଲମ୍ବୀ କାରିଗରଙ୍କ ପାଇଁ ଖୁସି ଖବର । ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪ ହଜାର ଟଙ୍କା ଥିବାବେଳେ, ନୂତନ…

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ : ଓଡ଼ିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ କୋରାପୁଟର ଦେଓମାଳୀଠାରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଦର୍ଶନୀ…

ଦୁଇଟି ପୃଥକ ସ୍ଥାନରେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର/ଭଦ୍ରକ: ରାଜ୍ୟର ଏବେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ଏହାରି ଭିତରେ ଦୁଇଟି ଜିଲ୍ଲା ଭଦ୍ରକ ଓ ଗଞ୍ଜାମରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ଯୁକ୍ତ ଦୁଇ ଛାତ୍ର ଓ ଅନ୍ୟ ଜଣେ ମ୍ୟାଟ୍ରିକ ଛାତ୍ର ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି ।…

ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡଭି ନନ୍ଦା । ଉଭୟ ଗ୍ରାମବାସୀଙ୍କୁ…

ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରେ ଭୋଗ ଲଗାଇବାର ନିୟମ

ଭୁବନେଶ୍ୱର: ସନାତନ ଧର୍ମରେ ଠାକୁର ପୂଜାର ଅନେକ ନିୟମ ରହିଛି। ବିଶ୍ୱାସର ସହ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଆଉ ଭଗବାନ ତମ ଉପରେ ପ୍ରସନ୍ନ ରୁହନ୍ତି । ପୂଜା କରିବା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଯାଏ। ଭଗବାନଙ୍କ ଆଗରେ ଦୀପ ଧୂପ ଦେବା ପରେ ମିଠା …

ହସ ହସ ମୁହଁରେ ଭାଇଜାନ୍; ହେଲେ ପ୍ରଶଂସକ କଲେ ଆଉ କିଛି ନୋଟିସ୍

ନୂଆଦିଲ୍ଲୀ: ବଲିଉଡର ଭାଇଜାନ୍ ସଲମାନ ଖାନ୍ କ୍ୱଚିତ୍ ସମୟରେ ହସୁଥିବାର ତାଙ୍କ ପ୍ରଶଂସକମାନେ ଦେଖିବାକୁ ପାଇଥିବେ। ନିକଟରେ ସେ ସୁନ୍ଦର ଭାବରେ ହସୁଥିବାର ଏକ ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓ ବିମାନ ବନ୍ଦରର। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ସଲମାନ ଖାନଙ୍କ…