ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ
ଭୋପାଳ: ଇନ୍ଦୋରର ଏକ ପାରିବାରିକ ଅଦାଲତ ଏକ ବିରଳ ରାୟ ଶୁଣାଇ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ମାସିକ ୫,୦୦୦ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯୌତୁକ ପାଇଁ ସ୍ୱାମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ମହିଳା ଜଣକ ସ୍ୱାମୀଙ୍କୁ ସମର୍ଥନ…