Latest Odisha News

BREAKING NEWS

୬ ବଲରେ ୬ ଛକା ମାରି ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ବାମସୀ

ନୂଆଦିଲ୍ଲୀ: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ବାମସୀ କ୍ରିଷ୍ଣା ଗୋଟିଏ ଓଭରରେ ୬ଟି ଛକା ମାରି କୀର୍ତିମାନ ସ୍ଥାପନ କରିଛନ୍ତ । ଏଥିସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଓ ରିତୁରାଜ ଗାଏକ୍ୱାଡଙ୍କ ସହ ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି…

ମଡେଲ ତାନିଆ ସିଂ ଆତ୍ମହତ୍ୟା ମାମଲା: କ୍ରିକେଟର ଅଭିଷେକଙ୍କୁ ସମନ

ସୁରଟ: ମଡେଲ ତାନିଆ ସିଂ ଆତ୍ମହତ୍ୟାର ତଦନ୍ତ ପୋଲିସ ଜୋରସୋରରେ କରୁଛି । ଇତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପୋଲିସ ସମନ ଜାରୀ କରିଛି । ତାନିଆଙ୍କୁ ଶେଷ କଲ ଅଭିଷେକ କରିଥିଲେ । ରବିବାର ବିଳମ୍ବିତ ରାତ୍ରରେ…

ପୂର୍ବରୁ ନାଭଲେନୀଙ୍କ ମୃତ୍ୟୁ ହୋଇ ସାରିଥିଲା !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡମିର ପୁତିନଙ୍କ ସବୁଠାରୁ ବଡ ବିରୋଧୀ ଆଲେକ୍ସି ନାଭଲେନୀଙ୍କ ରହସ୍ୟମୟ ଢ଼ଙ୍ଗରେ ଜେଲରେ ମୃତ୍ୟୁ ଘଟିଛି । ଏବେ ରୁଷ ଉପରେ କଡା ନଜର ରଖିଥିବା ୱେବସାଇଟ ନୋଭାୟା ୟୁରୋପରେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଫେବୃୟାରୀ ୧୬ରେ ନାଭଲେନୀଙ୍କ ମୃତ୍ୟୁ ଘଟିଥିବା…

ଟି୨୦: ଭାରତକୁ ବିଶ୍ୱକପ ଜିତାଇଥିବା ରାଜପୁତ ହେଲେ ୟୁଏଇ କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଲାଲଚାନ୍ଦ ରାଜପୁତଙ୍କୁ ୟୁଏଇ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେ ମୁଦାସର ନଜରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ୟୁଏଇ ବୋର୍ଡ ଏହି ନିଷ୍ପତି ନେଇଛି । ସୂଚନାଯୋଗ୍ୟ, ରାଜପୁତଙ୍କ ପ୍ରଶିକ୍ଷଣରେ ଭାରତ ୨୦୦୭…

ଅତନୁ ସବ୍ୟସାଚୀଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ବ ମାତୃଭାଷା ଦିବସ ଅବସରରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ " ସବ୍ୟସାଚୀର ଶବ୍ଦ" ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କ…

ଦୁନିଆର ପ୍ରଥମ ଏଆଇ ଶିଶୁ, ମଣିଷଙ୍କ ପରି କରୁଛି ସମସ୍ତ କାମ

ନୂଆଦିଲ୍ଲୀ: ଆଜିକାଲି ଭାରତ ସମେତ ପୁରା ଦେଶରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ର ସାହାଯ୍ୟରେ, ବିଶ୍ଵର ଅଗ୍ରଣୀ ଟେକ୍ କମ୍ପାନୀଗୁଡିକ ନୂତନ ଆବିଷ୍କାର କରୁଛନ୍ତି ଏବଂ ଏପରି ଅନେକ ଫିଚର ଏବଂ ପ୍ରଡକ୍ଟ ସୃଷ୍ଟି…

ଟି୨୦ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାରେ ରେକର୍ଡ କଲେ ବାବର

ଲାହୋର: ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ବିସ୍ଫୋରକ ବ୍ୟାଟିଂ ଜାରୀ ରହିଛି । ପେଶୱାର ଜାଲମୀର ଅଧିନାୟକ ବାବର ଏଥିସହ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଏହି ଫର୍ମାଟରେ ଦ୍ରୁତ ୧୦ ହଜାର ରନ କରିବାରେ ରେକର୍ଡ କରିଛନ୍ତି । ସେ ବିରାଟ କୋହଲି ଓ କ୍ରିସ ଗେଲଙ୍କୁ ମଧ୍ୟ ପଛରେ ପକାଇ…

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ…

ପୁରୀଠାରେ ଉଦଘାଟନ ହେଲା ସ୍ୱର୍ଗରଥ

ପୁରୀ: ପୁରୀରେ ଉଦଘାଟନ ହେଲା ସ୍ଵର୍ଗରଥ । ପୁରୀର ସର୍କିଟ ହାଉସ ଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ସରକାରୀ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀର ପୁରୁଣା ସଦର ଥାନା ଅଞ୍ଚଳର ନିବାସୀ ସ୍ବର୍ଗତଃ…

ଜଣେ କି ଦୁଇ ଜଣ ନୁହେଁ, ୩୬୫ ରାଣୀଙ୍କୁ ସମ୍ଭାଳୁଥିଲେ ଏହି ରାଜା, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: ଆପଣମାନେ ଶୁଣିଥିବେ ଯେ, ପୂର୍ବ କାଳରେ ରାଜା-ମହାରାଜା ମାନେ ଅନେକ ରାଣୀଙ୍କୁ ବିବାହ କରୁଥିଲେ । କିଏ ୨ଟି ତ କିଏ ୮ଟି । ସେ ତାଙ୍କର ଏହି ରଙ୍ଗୀନ ସ୍ୱଭାବ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥାଆନ୍ତି । କିନ୍ତୁ କଣ ଆପଣ ଏପରି ଜଣେ ରାଜାଙ୍କ ବିଷୟରେ ଜାଣିଛନ୍ତି କି ଯାହାର ୨ କି ୪ଟି…