କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟରେ ନଜର ଆସିବେ ଭାରତୀୟ ନୗସେନା
ନୂଆଦିଲ୍ଲୀ: ଭାରତୀୟ ନୗସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୗସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୗସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ ଭୋଜନ କକ୍ଷରେ କାମ କରୁଥିବା କମର୍ଚାରୀ…