Polio Vaccine: ୩ ମାସର ଶିଶୁକନ୍ୟାର ଜୀବନ ନେଲା ପୋଲିଓ ଟୀକା
ଭଦ୍ରକ: ୩ ମାସର ଶିଶୁକନ୍ୟାର ଜୀବନ ନେଲା ପୋଲିଓ ଟୀକା! ପୋଲିଓ ଟୀକା ନେବା ପରେ ଜଣେ ୩ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦପାଟଣା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ନାୟକାଣୀଡ଼ିହି ଥାନାରେ ଲିଖିତ…