Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୪ଉଗ୍ରବାଦୀ ନିପାତ
ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଗୋଷ୍ଠୀର ୪ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ନିହତ ହୋଇଛନ୍ତି। ସେମାନେ ମଣିପୁରର ନିଷିଦ୍ଧ ଭିତ୍ତିକ ସଂଗଠନ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (UKNA) ସହିତ ଜଡିତ…