Latest Odisha News

BREAKING NEWS

ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରାରେ ଦିନରାତି ଚାଲିବ ବସ୍‌, ଟୋଲ୍‌ ଫି ଆଦାୟ ମନା

ପୁରୀ: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶ୍ୱପ୍ରସିଦ୍ଧ…

ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ମେଡାଲ

ଚେନ୍ନାଇ: ଭାରତର ତଥା ବିଶ୍ୱର ଜଣାଶୁଣା ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ସମ୍ମାନଜନକ ଭାରତୀୟ କ୍ରୀଡା ସାମ୍ବାଦିକ ମହାସଂଘ (SJFI) ପଦକ ପ୍ରଦାନ କରାଯାଇଛି। ବୁଧବାର ଦିନ ଚେନ୍ନାଇସ୍ଥିତ ମାଡ୍ରାସ କ୍ରିକେଟ୍ କ୍ଲବ (MCC)ରେ ତାଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି। ସେ ଭାରତୀୟ…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ପ୍ରଥମ ପୋଷ୍ଟର ରିଲିଜ୍

ଚେନ୍ନାଇ: ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ନାଁ ଉପରୁ ହଟିଲା ସସପେନ୍ସ । ଏବେ ତାହାର ନାଁ ଘୋଷଣା କରାଯାଇଛି । ପୂର୍ବରୁ ଏହି ଫିଲ୍ମର ନାଁ 'Thalaivar 173' କୁହାଯାଉଥିଲା, ହେଲେ ସେହି ଫିଲ୍ମର ଅଫିସିଆଲ୍ ନାଁ ‘ଧର୍ମନ' ବୋଲି ଘୋଷଣା କରାଯାଇଛି । ଫିଲ୍ମର ପ୍ରଥମ ପୋଷ୍ଟର…

ବାଂଲାଦେଶରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ଅନାଦାର ଘଟଣା; ଏପରି କହିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର…

ନୂଆଦିଲ୍ଲୀ: ବାଂଲାଦେଶର ଉତ୍ତରାଞ୍ଚଳର ଗାଈବାନ୍ଧା ଜିଲ୍ଲାରେ ପ୍ରଭୁ ଶ୍ରୀରାମଙ୍କ ପ୍ରିତିମା ନିର୍ମାଣ ଏବଂ ଏକ ଛବିକୁ ଅନାଦାର କରିବା ଘଟଣା । ଏବେ ଏହାର ପ୍ରଭାବ ଉଭୟ ଭାରତ-ବାଂଲାଦେଶ ସମ୍ପର୍କକୁ ପ୍ରଭାବିତ କରିଛି । ସେଠାରେ ପ୍ରସ୍ତାବିତ ୮୧ ଫୁଟ୍ ଉଚ୍ଚ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି…

ରଥଯାତ୍ରାରେ ସମୟରେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଭଡ଼ା ଆଦାୟ ରୋକିବା ଉପରେ ଗୁରୁତ୍ବାରୋପ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ‎ସୁବିଧାରେ ପହଞ୍ଚିବେ ଓ…

ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଉତ୍ତର ପ୍ରଦେଶର…

ଲାଇନବାଲାଙ୍କ ଜୀବନ ସଂଘର୍ଷକୁ ନେଇ ପରଦାକୁ ଆସୁଛି ‘ଲାଇନବାଲା’, ଜୁଲାଇରେ ରିଲିଜ୍

ଭୁବନେଶ୍ୱର: ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ଲାଇନବାଲା'। ଶ୍ରୀହରି ମୋସନ ପିକ୍ଚର୍ସ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଲାଇନବାଲା ଜୁଲାଇ ୧୦ ତାରିଖରେ ରିଲିଜ୍ ହେବ । ତେବେ ଏହା ପୂର୍ବରୁ ଏହାର ସ୍ପେଶାଲ ସ୍କ୍ରିନିଂ ହୋଇଯାଇଛି । ପ୍ରତିଟି ଲାଇନବାଲା ହେଉଛନ୍ତି ଅନ୍ଧାରର ନାୟକ ସେମାନଙ୍କ ଦୁଃଖ…

ଗୋଦାମ ଘର ଭୁଶୁଡ଼ିବାରୁ ୫ ଶ୍ରମିକଙ୍କ ମୃତ୍ୟୁ; ୫୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା

କୋଲକାତା: କୋଲକାତାର ତାରାତଲାର B/2 ପରିବହନ ଡିପୋ ରୋଡରେ ଏକ ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ପଡ଼ିଛି । ଫଳରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ, ଏହା ତଳେ ୫୦ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର…

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ବନ୍ଧା ହେଲେ ଟ୍ୟୁସନ ସାର

ବାଲେଶ୍ବର: ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଟ୍ୟୁସନ ସାର୍ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲେଶ୍ବର ଜିଲ୍ଲାର କମର୍ଦ୍ଦା ଥାନା ଅଞ୍ଚଳରେ । ଅଭିଯୁକ୍ତ ଜଣକ ମନରେଗା ସ୍କିମ ରେ ଗାଁ ସାଥି…

ଯୁବକଙ୍କ ନାଁରେ ଆସିଲା ୧୦୦ ଟ୍ରାଫିକ୍ ଚାଲାଣ, ଲମ୍ବା ରସିଦ ଦେଖି ତାଜୁବ ଟ୍ରାଫିକ ପୋଲିସ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ଯୁବକଙ୍କ ନାଁରେ ଆସିଛି ୧୦୦ ଟ୍ରାଫିକ୍ ଚାଲାଣ । ଯାହା ପୋଲିସ ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଚାଲାଣ ଅର୍ଥ ଜମା କରିବା ସମୟରେ ବ୍ୟକ୍ତି ଟ୍ରାଫିକ୍ ନିୟମ ପାଳନ କରିବାକୁ କଥା ଦେଇଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଦୁଇ ଚକିଆ ଯାନ ଚାଳକଙ୍କ…