Latest Odisha News

BREAKING NEWS

ଏନଡିଏରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ, ସ୍ଵଚ୍ଛତା ନେଇ ଉଠିଲା ପ୍ରଶ୍ନ

ପୁରୀ: ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଧରା ହେଲେ ପିଅନ। ଚୋରି କରିଥିବା ପିଅନ ଜଣକ ହେଲେ ପ୍ରଦୀପ୍ତ କୁମାର ମହାପାତ୍ର। ପ୍ରାୟ ସପ୍ତାହେ ପାଇଁ ସେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ସିସିଟିଭି ଫୁଟେଜରୁ ତାଙ୍କ ଚୋରି ଧରାପଡ଼ିଥିଲା। ତାଙ୍କ ଠାରୁ ୩୫…

ଜଷ୍ଟିସ୍ ଏଏମ ଖାନୱିଲକର ଦେଶର ନୂଆ ଲୋକପାଳ

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ହେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏମ ଖାନୱିଲକର । ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ଗତକାଲିର ଉଚ୍ଚସ୍ତରୀୟ ବୈଠବରେ ନୂତନ ଲୋକପାଳଙ୍କୁ ନିଯୁକ୍ତି ମିଳିଛି। ଗତ ବର୍ଷ ମେ’ରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ଏଏମ ଖାନୱିଲକର ଏବେଠୁ…

ରବୀନ୍ଦ୍ର ଜାଡେଜା ବାପାଙ୍କ ଚାଂଚଲ୍ୟକର ବୟାନ, ପୁଅ ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି । ତେବେ ଏହି ଅବସରରେ ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ରବୀନ୍ଦ୍ର ଓ ବୋହୂ ରୀଭାବା ସହିତ ଆମର କୌଣସି…

କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ପାଇଁ ବଡ଼ ଘୋଷଣା: ମାସକୁ ଦରମା ୯୦ ହଜାର, ରାଜ୍ୟ କର୍ମଚାରୀଙ୍କ ଭଳି ମିଳିବ ଭତ୍ତା

ନୂଆଦିଲ୍ଲୀ: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାଇଁ ନିଯୁକ୍ତ ହେବେ ୫୦ ପୂଜାରି। ତେବେ ୩ଟି ଶ୍ରେଣୀର ପୂଜାରୀଙ୍କୁ ନିଯୁକ୍ତି କରାଯିବ। ବରିଷ୍ଠ ଅର୍ଚକଙ୍କୁ ମାସିକ ୯୦ ହଜାର, କନିଷ୍ଠ ଅର୍ଚକ ୭୦ ହଜାର ଓ ସହାୟକ ଅର୍ଚକ ୪୫ ହଜାର ଦରମା ଦିଆଯିବ। ଏତିସହ ରାଜ୍ୟ କର୍ମଚାରୀଙ୍କ ଭଳି ବହୁ ଭତ୍ତା…

ଝିଅ ସହ ବେଳେ ବେଳେ ଫୋନରେ କଥା ହୁଏ, ଭେଟିବାର ସୁଯୋଗ ମିଳେନାହିଁ: ମଦମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ଝିଅ ଆୟରାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ମହମ୍ମଦ ଶାମିଙ୍କ ଝିଅ ହସିନ ଜାହାନଙ୍କ ସହ ରୁହନ୍ତି । ମହମ୍ମଦ ଶାମି ନିକଟରେ ଏକ ବାର୍ତ୍ତାଳାପ ସମୟରେ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଝିଅ…

ଦୁନିଆର ଏପରି ଦେଶ, ଯାହାର ନାହିଁ ରାଜଧାନୀ…

ନୂଆଦିଲ୍ଲୀ: ଦୁନିଆର ପ୍ରାୟତଃ ସବୁ ଦେଶର ରାଜଧାନୀ ରହିଛି । ଯେଉଁଠାରେ ସେହି ଦେଶର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । କିନ୍ତୁ କଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ରହିଛି ଯାହାର ରାଜଧାନୀ ନାହିଁ । ବର୍ତ୍ତମାନ ତୁମେ ଭାବିବ ଏପରି କାହିଁକି? ତେବେ ଆସନ୍ତୁ ଜାଣିବା କାହିଁକି…

କଣ ଏହି ବ୍ଲୁ ଆଧାର କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ..

ଭୁବନେଶ୍ଵର: ଭାରତରେ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧାର କାର୍ଡ ରହିଛି, ଯାହାକୁ “ଶିଶୁ ଆଧାର କାର୍ଡ” କିମ୍ବା “ବ୍ଲୁ ଆଧାର କାର୍ଡ” ମଧ୍ୟ କୁହାଯାଏ | ବଡ ଲୋକ ମାନଙ୍କର ଆଧାର କାର୍ଡରୁ ଭିନ୍ନ କରିବା ପାଇଁ ଏହି କାର୍ଡ ନୀଳ ରଙ୍ଗର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ଲୁ…

ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ୍ ଛଡାଇବା ପଡିଲା ମହଙ୍ଗା, ୨ ଲୁଟେରା ଗିରଫ

ଭୁବନେଶ୍ବର: ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ…

ଭାରତରତ୍ନ ପରି ପାକିସ୍ତାନର ସର୍ବୋଚ୍ଚ ସମ୍ମାନ କଣ, କଣ ଭାରତୀୟ ବି ପାଇଛନ୍ତି ଏହି ସମ୍ମାନ

ନୂଆଦିଲ୍ଲୀ: ଲାଲ କୃଷ୍ଣ ଆଡଭାନୀଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ, ଚୌଧୁରୀ ଚରଣ ସିଂ ଏବଂ ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ସମ୍ମାନରେ ସମ୍ମାନିତ ବ୍ୟକ୍ତି ତାଙ୍କ ପୁରା ଜୀବନକାଳରେ ଦେଶର ହିତପାଇଁ ନିଜ ଜୀବନକୁ ଉତ୍ସର୍ଗ…