Latest Odisha News

BREAKING NEWS

ସୁନାବେଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବାରକୋଟ ଘାଟ ନିକଟ ସୁନାବେଡ଼ା ଜଙ୍ଗଲରେ ଶୁକ୍ରବାର ସକାଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏବଂ ଡିଏଫଓକୁ ନେଇ ଗଠିତ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସଶସ୍ତ୍ର ମାଓ କ୍ୟାଡରଙ୍କ ଉପସ୍ଥିତି…

୯୦୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ୧ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୋଲଡେନଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ଦ୍ୱାରା ୯୦୦ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ କରିଛି। ଗୁରୁବାର ଓ ଶୁକ୍ରବାର ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ…

କେଶରେ ଲଗାନ୍ତୁ ନଡିଆ ତେଲ, କେଶକୁ କଳା କରିବାକୁ ଦରକାର ପଡିବନି କଳା ରଙ୍ଗ

ଭୁବନେଶ୍ଵର: ବୟସ ବଢିବା ସହିତ ଲୋକଙ୍କର ଚୁଟି ପାଚିଥାଏ । କିନ୍ତୁ ବର୍ତ୍ତମାନର ସମୟରେ ଛୋଟ ଛୋଟ ପିଲା ମାନଙ୍କର ବି ଚୁଟି ପାଚିବା ସମସ୍ୟା ଦେଖାଦେଉଛି । କେଶର ଅନୁପଯୁକ୍ତ ଯତ୍ନ କିମ୍ବା ରାସାୟନିକ ଦ୍ରବ୍ୟର ବ୍ୟବହାର, ସୂର୍ଯ୍ୟ କିରଣର ଅତ୍ୟଧିକ ସଂସ୍ପର୍ଶରେ ଆସିବା, ଜେନେଟିକ୍ସ ଏବଂ…

ଆଜି ତ୍ରିବେଣୀ ଅମାବାସ୍ୟା: ଜନ୍ମ ତିଥିରେ ସାବିତ୍ରୀ ବେଶରେ ଦର୍ଶନ ଦେବେ ମା’ ବିରଜା

ଯାଜପୁର: ଆଜି ପବିତ୍ର ମୌନି ତଥା ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପବିତ୍ର ପୁଷ୍କରିଣୀ ଗୁଡ଼ିକରେ ବୁଡ଼ ପକାଇଛନ୍ତି । ଏହାସହ ପ୍ରୟାଗରାଜ ଓ ଅନ୍ୟ ସ୍ଥାନରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ସକାଳୁ ସକାଳୁ ଭିଡ଼…

ଆରବିଆଇର ବଡ ନିଷ୍ପତ୍ତି, ଚାଲିବ ପେଟିଏମ୍ ଆପ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୩୧ ଜାନୁଆରୀରେ ଏକ ବଡ଼ ନିଷ୍ପତ୍ତି ନେଇଥିଲା । ଏହା ଅଧୀନରେ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ନିଷିଦ୍ଧ କରିଥିଲା ​​। ଫେବୃଆରୀ ୨୯,୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍…

ଦୋକାନ ଆଗରେ ପାଲ ଟାଣି ସର୍ଟର ତାଡି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଭଦ୍ରକ: ଆଜିକାଲି ଚୋରି କରିବାର ତରିକା ବଦଳିଗଲାଣି । କିଏ କେତେ ପ୍ରକାରର କାଇଦାରେ ଚୋରି କରିବାକୁ ବୁଦ୍ଧି ଖଞ୍ଜିଲେଣି । ପୋଲିସ ପକ୍ଷରୁ ଏହା ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ, ଦୁଇ ପାଦ ଆଗରେ ରହୁଛନ୍ତି ଏହି ଚୋର ମାନେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି…

ଚକୋଲେଟ୍ ଡେ’: ସାଥୀଙ୍କୁ ଚକୋଲେଟ୍ ଦେଇ ସମ୍ପର୍କରେ ଆଣନ୍ତୁ ମଧୁରତା

ଭୁବନେଶ୍ବର: ଭାଲେଣ୍ଟାଇନ ଓ୍ବିକ୍ ବା ପ୍ରେମ ସପ୍ତାହର ଆଜି ହେଉଛି ତୃତୀୟ ଦିନ । ଆଜିର ଦିନକୁ ଚକୋଲେଟ୍ ଡେ' ଭାବେ ପାଳନ କରାଯାଇଥାଏ । କାରଣ ସମ୍ପର୍କରେ ମିଠାପଣ ରହିବା ନିହାତି ଆବଶ୍ୟକ କାରଣ ଏହା ସମ୍ପର୍କକୁ ଆହୁରି ସୁନ୍ଦର ଓ ସୁଦୃଢ କରି ଗଢିତୋଳିଥାଏ । ସେ ପ୍ରେମ ହେଉ କିମ୍ବା…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ ମୁଭି ସିନ୍ଦୁରା

ଭୁବନେଶ୍ୱର : ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ, ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏକ ସାଧାରଣ କାହାଣୀକୁ ବେଶ ଚମତ୍କାର ଢଙ୍ଗରେ ଫିଲ୍ମରେ ଚିତ୍ରଣ କରାଯାଇଛି । ଯାହାକୁ ଜୀବନ୍ତ ରୂପେ ତୋଳି…

ଗଳ୍ପ : ଚିଠି

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଆଜି ମୌନି ଅମାବାସ୍ୟା, ଏହି ଦିନ ମୌନ ବ୍ରତ ରହିବାର ରହିଛି ନିୟମ, ଜାଣନ୍ତୁ ଏହା ପଛର କାରଣ?

ଭୁବନେଶ୍ବର: ଆଜି ମୌନି ଅମାବାସ୍ୟା । ମାଘ ମାସରେ ପଡୁଥିବା ମୌନି ଅମାବାସ୍ୟାର ହିନ୍ଦୁ ଧର୍ମରେ ଏକ ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ତିଥି ବିଶେଷ ଭାବରେ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ । ଯେଉଁମାନଙ୍କ ଜୀବନରେ ପିତୃ ଦୋଷ ରହିଛି, ସେମାନେ ଅମାବାସ୍ୟା ତିଥିରେ ସେମାନଙ୍କ…