Superstitions:ଅନ୍ଧବିଶ୍ୱାସ ଅନ୍ଧଗଳିରେ କୋରାପୁଟ ! ଗ୍ରାମ ଦେବୀଙ୍କ କୋପ ନାଁରେ ଗାଁକୁ ପ୍ରବେଶ ମନା
କୋରାପୁଟ:ଏ କି ପରମ୍ପରା ? କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବତୀଙ୍କ କୋପ ନାଁରେ ଗାଁକୁ ବାହର ଲୋକଙ୍କ ପ୍ରବେଶ ମନା ହୋଇଛି । ଏପରିକି ଗ୍ରାମବାସୀ ମଧ୍ୟ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।…