ଆଇଏସଆଇକୁ ଗୁପ୍ତତଥ୍ୟ ଦେବା ଅଭିଯୋଗରେ ମସ୍କୋରେ ନିଯୁକ୍ତ ଭାରତୀୟ ଦୂତାବାସ କର୍ମଚାରୀ ଗିରଫ
ନୂଆଦିଲ୍ଲୀ: ମସ୍କୋରେ ଥିବା ଭାରତୀୟ ଦୂତାବାସର ଜଣେ କର୍ମଚାରୀଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ସ୍କ୍ବାଡ । ଶତ୍ରୁଦେଶ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ କର୍ମଚାରୀ ହେଲେ ସତେନ୍ଦ୍ର ସିୱାଲ । ସେ…