ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍ଯାପିତ
ଭୁବନେଶ୍ୱର : ଭୁବନେଶ୍ବର ସାହିତ୍ୟ ସାମାଜ ଟ୍ରଷ୍ଟ ଆନୁକୁଲ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଭୁବନେଶ୍ବର ସାହିତ୍ୟ ପର୍ବ ଉଦଯାପିତ ହୋଇଯାଇଛି।
ଉଦ୍ଯାପନୀ ଉତ୍ସବ ଅବସରରେ ଆୟୋଜିତ ମୁକ୍ତ ଅଧିବେଶନରେ ଜର୍ମାନୀ ଲେଖିକା ତଥା ଅନୁବାଦିକା ଉତ୍ତେ…