“ରକ୍ତ ପାଇଁ ରକ୍ତ”; କଫିନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପୂରା ପରିବାର!
ତେହେରାନ: ଇରାନ କେନ୍ଦ୍ରୀୟ ତେହେରାନରେ ଏକ ନୂଆ dd ବ୍ୟାନର ଲଗାଇଛି। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ କଫିନ ଉପରେ ଚିତ୍ରିତ କରାଯାଇଛି। ଏହି କଫିନଗୁଡ଼ିକ ଆମେରିକୀୟ ପତାକା ଏବଂ ତାରା ଏବଂ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଛି।
ବ୍ୟାନରଟି…