Sudan army drone strike:ବଜାର ଉପରେ ସେନାର ଡ୍ରୋନ୍ ଆକ୍ରମଣ; ୧୦୦ରୁ ଅଧିକ ଲୋକ ନିହତ,୧୧୩ ଆହତ
ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଅଧିକ ତୀବ୍ର ହେବାରେ ଲାଗିଛି । ସୋମବାର ସନ୍ଧ୍ୟାରେ ସାଉଥ ଦାରଫୁରର ନିଆଲା ସହରରେ ଥିବା ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଏକ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଦକ୍ଷିଣ-ପଶ୍ଚିମ ସୁଦାନର ଦକ୍ଷିଣ ଦାରଫୁର…