ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା
ଯାଜପୁର:ଯାଜପୁର ଜିଲ୍ଲାରେ ଇଭିଏମ୍ ଟେନସନ ଥମିବାର ନା ନେଉନି । ବଡଚଣା ଅଞ୍ଚଳର ଇଭିଏମ୍ ମେସିନ ଯାଜପୁର ଟାଉନ ଯିବା ବେଳେ ଯାରକା ନିକଟରେ ଏକ ହୋଟେଲ ପାଖରେ ଅଟକିଥିଲା ଇଭିଏମ୍ ଗାଡି । ତେବେ ଏହାକୁ ନେଇ ସନ୍ଦେହ କରିବା ସହ ପୋଲିଂ ଅଧିକାରୀଙ୍କୁ ଘେରିଥିଲେ ବିଜେପି କର୍ମୀ । ବିଜେପି…