ଅରୁଣାଚଳ ପ୍ରଦେଶରେ ବଡ଼ ବିଜୟ ଅଭିମୁଖେ ବିଜେପି
ନୂଆଦିଲ୍ଲୀ: ଶନିବାର ତଥା ଜୁନ୍ ୧ ରେ ସରିଛି ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ସରିବା ପରେ ଆଜି ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା କାଉଣ୍ଟିଂ ଆରମ୍ଭ ।ତେବେ ନଜର ପକାଇବା ଅରୁଣାଚଳ ନିର୍ବାଚନ ଉପରେ, ରାଜ୍ୟରେ ଥିବା ମୋଟ ୬୦ଟି ବିଧାନସଭା ଆସନରୁ ପୂର୍ବରୁ ହିଁ ୧୦ଟି ଆସନରେ…