କେଉଁଠି ହିଂସା, କେଉଁଠି ଶାନ୍ତି, ସବୁଠୁ ବେଶୀ ଇଭିଏମ ତ୍ରୁଟି; ଏହାରି ଭିତରେ ସରିଲା ୨୪ ନିର୍ବାଚନ
ଭୁବନେଶ୍ୱର: ସରିଲା ୨୦୨୪ ନିର୍ବାଚନ। ଦେଶରେ ମୋଟ ୭ ଟି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ଜଣାପଡ଼ିବ କାହାର ହେବ ଗାଦି? ତେବେ ଏଥର ନିର୍ବାଚନ ସବୁଠୁ ନିଆରା ଥିଲା। ଶାସକ ଓ ବିରୋଧି ଦଳ ମଧ୍ୟରେ ଏଥର ଟକ୍କର…