ଜାତୀୟ ଦଳକୁ ଫେରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ କରିବାକୁ ପଡିବ ରନ, ସୂଚନା ଦେଲା ବିସିସିଆଇ
ନୂଆଦିଲ୍ଲୀ: ସୂର୍ଯ୍ୟକୁମାରଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ନେଇ ବଡ ସୂଚନା ବିସିସିଆଇ ଦେଇଛି । ଏଏନଆଇ ଖବର ଅନୁସାରେ ସୂର୍ଯ୍ୟକୁମାରଙ୍କ ପାଇଁ ଏବେ ବି ରାସ୍ତା ଖୋଲା ରହିଛି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳକୁ ଫେରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।…