Latest Odisha News

BREAKING NEWS

ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା। ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍…

ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଜରୁରୀ ଅବତରଣ କଲା ହେଲିକପ୍ଟର

ଭୁବନେଶ୍ବର: ରାଜଧାନୀରେ କାଳବୈଶାଖୀ ପାଇଁ ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । କାଳବୈଶାଖୀ ପାଇଁ ବର୍ଷା ଓ ପବନ ଭୁବନେଶ୍ବର ହୋଇଥିଲା। ଫଳରେ ଭୁବନେଶ୍ବରରେ ଲ୍ୟାଣ୍ଡିଂ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ…

ଓପିଏସସି ପରୀକ୍ଷାର୍ଥୀ ଗିରଫ, ଫିଲ୍ମ ଷ୍ଟାଇଲ୍‌ରେ କରୁଥିଲେ କପି

କଟକ: ଓପିଏସସି ପରୀକ୍ଷାରେ କପି କରି ଫସିଗଲେ ପରୀକ୍ଷାର୍ଥୀ। ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ। ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିବା ବେଳେ ଗିରଫ କରିଛି ପୋଲିସ। କପି କରୁଥିବା ପରୀକ୍ଷାର୍ଥୀଙ୍କୁ ସ୍କ୍ୱାଡ ଟିମ ଧରିଥିବା ବେଳେ ଗିରଫ କରିଛି କଟକ ମର୍କତନଗର ଥାନା…

Heart attack reason: ହାଇ କୋଲେଷ୍ଟ୍ରଲ୍ ନାହିଁ ତଥାପି ଆସୁଛି ହାର୍ଟ ଆଟାକ୍?

ନୂଆଦିଲ୍ଲୀ: ଆଜିକାଲି ହୃଦଘାତର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କମ୍ ବୟସର ଲୋକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ହୃଦଘାତ ପ୍ରାୟତଃ ଉଚ୍ଚ କୋଲେଷ୍ଟ୍ରଲ୍ ସହିତ ଜଡିତ। ଶରୀରରେ ଖରାପ କୋଲେଷ୍ଟ୍ରଲ୍ ବୃଦ୍ଧି ଧମନୀରେ ଚର୍ବି ଜମା କରିପାରେ, ଯାହା ହୃଦଘାତ ସମସ୍ୟାର ଆଶଙ୍କା…

ଭିଜିବ ରାଜ୍ୟର ୮ ଜିଲ୍ଲା; କଟକକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ରେଡ୍ ଏବଂ ଅରେଞ୍ଜ ରଙ୍ଗର ସତର୍କତା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନଗୁଡ଼ିକରେ ପ୍ରବଳ ଝଡ଼ବର୍ଷା, କୁଆପଥର, ଘଣ୍ଟାପ୍ରତି…

ଓଡ଼ିଶା ଜୀବିକା ମିଶନ ଓ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି।…

ITDA ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ବ୍ୟାଙ୍କ ଲକରରୁ ଆହୁରି ୭୦୩ ଗ୍ରାମ ସୁନା ଏବଂ ୩୭୫ ଗ୍ରାମ ରୂପା ଠାବ କରିଛି। ରବିବାର ଦିନ ଆୟଠାରୁ ପ୍ରାୟ ୭୯୮% ଅଧିକ ଆୟ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ…

ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ଏଆରଆଇ ନିଲମ୍ବିତ

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ କାର୍ୟ୍ୟରୁ…

ଭତ୍ତା ବଣ୍ଟନ ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଭତ୍ତା ପାଇବାରେ ବିଳମ୍ବ ଓ ବିଭିନ୍ନ ପ୍ରକାର ଟେକ୍ନିକାଲ ସମସ୍ୟାକୁ ନେଇ ରାଜ୍ୟର ହଜାର ହଜାର ହିତାଧିକାରୀ ଚିନ୍ତାରେ ଥିବାବେଳେ ଏହା ଭିତରେ ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ସପ୍ତାହ ଭିତରେ ଭତ୍ତା…

ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…