Latest Odisha News

BREAKING NEWS

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ

କଟକ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ। ଦୁଇ ପକ୍ଷ ସହ ଆଲୋଚନା ପରେ ଦିନ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।…

ଭୁବନେଶ୍ବରରେ ଶାହ କହିଲେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପାଖରେ ସୁଯୋଗ

ଭୁବନେଶ୍ୱର: ସୋନପୁରରେ ସମାବେଶ ପରେ ରାଜଧାନୀରେ ଏକ ହୋଟେଲରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାର ବିଜେପି ନେତା ଓ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଉତ୍ସାହିତ କରିଛନ୍ତି। ଏହି ବୈଠକରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ନେତା…

ଭୁବନେଶ୍ୱର କୋର୍ଟରେ ନକଲି ଜାମିନ ବଣ୍ଡ୍ ଦାଖଲ ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ନକଲି ଜାମିନ ବଣ୍ଡ ଦାଖଲ ଅଭିଯୋଗରେ ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ୬ କୋଟି ଟଙ୍କାର ସମ୍ପତ୍ତି ଠୁଳ ଅଭିଯୋଗରେ ସମୀର ପଟ୍ଟନାୟକଙ୍କୁ ଗିରଫ କରାଯାଇଥିବା ଏସିପି ଶୁଭ୍ରାଂଶୁ ଶେଖର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜେଏମଏଫସି କୋର୍ଟ ସମୀର ପଟ୍ଟନାୟକଙ୍କ ଠାରୁ ୩…

ସୋନପୁର ରାଲିରୁ ବିଜେଡି ବିରୋଧରେ ଅମିତ ଶାହଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ, ଆଗକୁ କେତେ?

ସୋନପୁର: ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ରାଲି ଉପରେ ସମସ୍ତଙ୍କର ନଜର ଥିଲା । କାରଣ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଅପେକ୍ଷା ଥିଲା । ଯାହା ଶାହ ଦେଖାଇଛନ୍ତି। ଅନ୍ତିମ ନିର୍ବାଚନ ଶୈଳୀରେ ଅଭିଭାଷଣ ରଖି ରାଜ୍ୟରେ…

ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲର ୧୦ଟି ସଂସ୍କରଣରେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଚଳିତ ସଂସ୍କରଣରେ ବି…

‘ଆପଣମାନଙ୍କ ଏତେ ସଂଖ୍ୟାରେ ଉପସ୍ଥିତି ଓ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି’

ରାୟଗଡା: ଆଜି ଗୋଟିଏ ଦିନରେ ଦୁଇ ଦୁଇଟା ଜିଲ୍ଲାର ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ପ୍ରଥମେ କୋରାପୁଟର ପଟାଙ୍ଗୀ ପରେ ଏବେ ରାୟଗଡା ଜିଲ୍ଲାର ବିଷମକଟକ ଓ ଗୁଣୁପୁରରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପାଣ୍ଡିଆନ । ଏହା ସହ…

ଭାରତରେ ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ

ନୂଆଦିଲ୍ଲୀ:ଭାରତରେ ଏଥର ହେବାକୁ ଯାଉଛି ଦୁନିଆର ସବୁଠାରୁ ବ୍ୟୟବହୂଳ ନିର୍ବାଚନ । ଲୋକସଭା ୨୦୨୪ ନିର୍ବାଚନରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି ବୋଲି ସେଂଟର ଫର ମିଡିଆ ଷ୍ଟଡିଜ ପକ୍ଷର ୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି…

ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ଆସନ ଓ ୪ ଗୋଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ, ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥି ସହ ଉଭୟ ବିଜେପି ଓ କଂଗ୍ରେସର ସମସ୍ତ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି ଏମସ ଭୁବନେଶ୍ୱର, କାର୍ଯ୍ୟ କରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରେ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମସ୍ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି । ଅସହ୍ୟ ଗ୍ରୀଷ୍ମ କାରଣରୁ…

ଟି୨୦ ବିଶ୍ୱକପ: ପ୍ରାୟତଃ ଚୂଡାନ୍ତ ହୋଇସାରିଛି ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପଂହଚି ସାରିଛି । ଏବେ କେବଳ ୨/୩ଟି ସ୍ଥାନ ପାଇଁ ଚୟନକର୍ତା ଦ୍ୱନ୍ଦ୍ୱରେ ଅଛନ୍ତି । ମେ ୧ ପୂର୍ବରୁ ଆଇସିସି ନିକଟକୁ ଚୟନ ଖେଳାଳିଙ୍କ ନାମ ପଠାଇବାକୁ ପଡିବ । ଆଇପିଏଲ…