Latest Odisha News

BREAKING NEWS

CBI Arrests Bhadrak IT Officer: ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରା ପଡିଲେ ସରକାରୀ ବାବୁ, ବାନ୍ଧିଲା…

ଭଦ୍ରକ: ଲା୍ଞ୍ଚ ନେବା ବେଳେ ସରକାରୀ ବାବୁଙ୍କୁ ମାଡି ବସିଲା ସିବିଆଇ । ଭଦ୍ରକରେ ଥିବା ଆୟକର ବିଭାଗ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରମେଶ କୁମାର ମହାନ୍ତି, ଯିଏକି ଭଦ୍ରକ ଆୟକର କାର୍ଯ୍ୟାଳୟର ସୁପରିଣ୍ଟେଣ୍ଡେଣ୍ଟ…

CM Shivakumar on Day 1: ଚୌକିରେ ବସୁ ବସୁ ଶିବକୁମାରଙ୍କ ପ୍ରଥମ ସାଇନ୍…ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା…

ବେଙ୍ଗାଲୁରୁ: ବୁଧବାର ନୂଆ ଶାସକ ପାଇଛି କର୍ଣ୍ଣାଟକ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ଡିକେ ଶିବକୁମାର ନିଯୁକ୍ତି ଖୋଜୁଥିବା ଛାତ୍ର ଏବଂ ଯୁବକମାନଙ୍କ ପାଇଁ ଅନେକ ପ୍ରମୁଖ ଘୋଷଣା…

CBI Arrest:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଇନକମ ଟ୍ୟାକ୍ସ ଅଫିସର

ଭଦ୍ରକ: ଆୟକର ବିଭାଗ ଅଧିକାରୀ ରମେଶ ମହାନ୍ତିଙ୍କୁ ସିବିଆଇ ଗିରଫ କରିଛି । ଏହି ଅଫିସର ଜଣକ ହେଉଛନ୍ତି ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଅଫିସ ସୁପରିଣ୍ଟେଣ୍ଡେଣ୍ଟ ରମେଶ କୁମାର ମହାନ୍ତି। ୪ହଜାର ଟଙ୍କା ଲାଞ୍ଚ‌ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି। ଏକ ଡୁପ୍ଲିକେଟ୍  ପ୍ୟାନ୍…

Iranian attack on Kuwait Airport:ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଭାରତ ଦୃଢ଼ ନିନ୍ଦା କରିବା…

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ଏକ ଭୟଙ୍କର ସ୍ଥିତିରେ ପହଞ୍ଚିଛି। କୁୱେତ ଆନ୍ତର୍ଜାତୀୟ ବିମାନବନ୍ଦରରେ ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । କୁୱେତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୁୱେତରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏହାକୁ ନିଶ୍ଚିତ…

ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ

କଟକ: ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ । ଜିଲ୍ଲାର ମୋବାଇଲ ସ୍କ୍ୱାର୍ଡ ମାହାଙ୍ଗା ଥାନା ଅନ୍ତର୍ଗତ ଅଲିନଗର ଗ୍ରାମ ଠାରେ ଚଢ଼ାଉ କରିଛି । ନକଲି ବିଦେଶୀ ମଦ ତିଆରି ୟୁନିଟରୁ ଅବକାରୀ ଟିମ୍ ବିପୁଳ ପରିମାଣର ବିଦେଶୀ ନକଲି ମଦ ପାଇଁ ବ୍ୟବହୃତ ହେଉଥିବା ସ୍ପିରିଟ, ନକଲି ବିଦେଶୀ ମଦ,…

ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଚୟନ କମିଟିଙ୍କ ରାଡାରରେ ଆସିଛନ୍ତି । ଆଗାମୀ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ପୂର୍ବରୁ ସେ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ୨୦୨୬ ଟି୨୦ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ ମଧ୍ୟ ଖରାପ ଫର୍ମ…

E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ…

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଥିଲା ।…

ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଏକ ମନ୍ଦିର ଭିତରେ ଚୋରି କରିବାକୁ ଯାଇ ଫସିଲା ଚୋର। ଡକାୟତି ଉଦ୍ୟମ ବିଫଳ ହେବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଭୋର ସମୟରେ ପର୍ଜଙ୍ଗ ଥାନା ଅଧୀନସ୍ଥ ଚାନ୍ଦପୁର ଗ୍ରାମର ବାବା ସ୍ୱପ୍ନେଶ୍ୱର ମନ୍ଦିରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।…

ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ

ନୂଆଦିଲ୍ଲୀ: ଆଇପିଏଲ ଶେଷ ହେବା ପରେ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଏହି ଏକମାତ୍ର ଟେଷ୍ଟ ପରେ ୧୩ ଜୁନରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ଦଳର ପ୍ରମୁଖ ଖେଳାଳି…

ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା: ଜିଲ୍ଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ । ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭ ନଂ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ ବୈଠକ…