ଜୁଲାଇରେ ବିବାହ କରିବେ ଆମିର ଖାନ୍
ମୁମ୍ବାଇ: ଆମିର ଖାନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ୍ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୁହେଁ ବହୁତ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ୬୦ ତମ ଜନ୍ମଦିନରେ ଆମିର ଖାନ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ।
ଯଦି ବିବାହ ହୁଏ ତେବେ ଏହା ଆମିର…