ଲାଗିଲା କଟକଣା: ଚିଲିକା ହ୍ରଦରେ ସମସ୍ତ ନୌକାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳ
ଖୋର୍ଦ୍ଧା: ନିକଟରେ ଜବଲପୁର ବୋଟ ବୁଡି ଘଟଣା ସମସ୍ତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପରେ ଏବେ ତତ୍ପରତା ଦେଖାଇଛି ଖୋର୍ଦ୍ଧା ପ୍ରଶାସନ । ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ।
ଚିଲିକାରେ ସମସ୍ତ…