କାହାର ହେବ କନ୍ଧମାଳ, ମେଣ୍ଟ ହେଲେ କାହା ଖାତାକୁ ଯିବ ସିଟ୍?
ଭୁବନେଶ୍ୱର: କାହାର ହେବ କନ୍ଧମାଳ ? ମେଂଟ ହେଲେ କାହା ଖାତାକୁ ଯିବ ସିଟ୍ ? ବିଜେଡି ନା ବିଜେପି ? ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିବ କି ବିଜେଡି ? ନା ସବୁଥର ପରି ନୂଆ ଚେହେରା ଉପରେ ଲଗାଇବ ବେଟ୍ ? ମୋଦିଙ୍କ ମିଶନ ୪ଶୋ ପାର ପାଇଁ କନ୍ଧମାଳରୁ ପ୍ରାର୍ଥୀ ଓହ୍ଲାଇବ କି ବିଜେପି ? ଯଦି ଲଢେ,…