Latest Odisha News

BREAKING NEWS

ଭାରତର ୭ ପ୍ରତିଶତ ଲୋକଙ୍କର କିଡନୀ ଫେଲର କାରଣ ହେଉଛି ପେନକିଲର, ଏମସ୍ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ୧୦ ପ୍ରତିଶତ ଲୋକ ପ୍ରତିବର୍ଷ କିଡନୀ ରୋଗର ଶିକାର ହେଉଛନ୍ତି । ଅଧିକାଂଶ ରୋଗୀ ସେମାନଙ୍କର ରୋଗ ବିଷୟରେ ଜାଣିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ସେତେବେଳକୁ ସେମାନଙ୍କ କିଡନୀ ଫେଲ ହୋଇଯାଇଥାଏ, ଯାହା ଫଳରେ ପରିସ୍ଥିତି ଏପରି ହୁଏ ଯେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ…

ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଗାଜିପୁରରେ ସିରିଜ୍ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ ଟ୍ୟାକ୍ସି ୧୫ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଖୋଡା କଲୋନୀର ୨୨ ବର୍ଷୀୟା ସୀତା ଦେବୀ। ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର…

କଦାପି ପ୍ରତ୍ୟାହାର ହେବନି ନାଗରିକତା ସଂଶୋଧନ ଆଇନ: ଅମିତ ଶାହ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସାରା ଦେଶରେ ଲାଗୁ ହୋଇଛି । କିନ୍ତୁ ବିରୋଧୀ ଏହାକୁ ବିରୋଧ କରିବା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର ବିବୃତ୍ତି ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଆଇନ…

ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକାକି ଲଢିବ ଏଆଇଏମଆଇଏମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ଏକା ଲଢିବ ଏଆଇଏମଆଇଏମ । ଏନେଇ ଘୋଷଣା କଲେ ଦଳ ମୁଖ୍ୟ ଅସଦୁଦ୍ଦିନ ଓବେସୀ । ଏଆଇଏମଆଇଏମ, ସମାଜବାଦୀ ପାର୍ଟି (ଏସପି) ସହିତ ଏକ ଚୁକ୍ତି କରିବାକୁ ଚାହୁଁଥିଲା, କିନ୍ତୁ ଏହା ସଫଳ ନହେବାରୁ, ନିର୍ବାଚନରେ ​ଏକାକି ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ…

ଦିଲ୍ଲୀରୁ ଫେରି ମେଣ୍ଟ ପ୍ରସଙ୍ଗରେ ମନମୋହନ କହିଲେ; ‘ସବୁ ଠିକ୍ ଚାଲିଛି, ବିଚାର ଆଲୋଚନା କରୁଛୁ’

ଭୁବନେଶ୍ୱର: ଓଡ଼ିଶାରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ଚାଲିଥିବା କଥାକୁ ଶେଷରେ ସ୍ୱୀକାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ଆଲୋଚନା ଚାଲିଛି । ସବୁ ଠିକ୍…

ସନ୍ଦେଶଖାଲିରେ ଇଡି ରେଡ୍‌; ଟିଏମସିରୁ ବହିଷ୍କୃତ ଶାହାଜାହାନଙ୍କ ସହ ଜଡ଼ିତ ୪ ସ୍ଥାନରେ ଚାଲିଛି ଚଢ଼ାଉ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଆଜି ସକାଳୁ ଟିଏମସି ନେତା ଶାହାଜାହାନ ଶେଖଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍‌ ଚାଲିଛି । ସନ୍ଦେଶଖାଲି ଓ ଏହାର ଆଖପାଖ ଅଞ୍ଚଳରେ ଜମି ହଡ଼ପ ଅଭିଯୋଗରେ ରେଡ୍‌ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…

୫ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ସାଗର ରାଏ ଏବଂ ବିନୀତ ଲଲାନୀ

ଭୁବନେଶ୍ବର: ଚିଟଫଣ୍ଡ କେଳେଙ୍କାରୀ ନେଇ ଚାଲିଛି ଇଡି ର ତନାଘନା । ୫ ଘଣ୍ଟାର ମାରାଥାନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ । ଅର୍ଥ ତତ୍ତ୍ଵ ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଏବଂ ସାଗର ରାଏଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା କରିବାକୁ ଇଡି ଡାକିଥିଲା । ବିଲ୍ଡର…

ବିଜେଡି-ବିଜେପି ମେଣ୍ଚ ଚର୍ଚ୍ଚାକୁ ଖୋରାକା ଯୋଗାଇଲା ଗେରୁଆ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସହ ନିର୍ବାଚନୀ ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୧୧ଟି ରାଜ୍ୟର ୭୨ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଘୋଷଣା କରିଛି। ଏହି ତାଲିକାରେ କିନ୍ତୁ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନାହିଁ। ଯାହା…

ଗୁରୁବାରଠୁ ଭିମସାରରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ପ୍ରଭାବିତ ହେବ ରୋଗୀ ସେବା?

ବୁର୍ଲା: ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରିସର୍ଚ୍ଚ (ଭିମସାର)ର ସ୍ନାତକୋତ୍ତର, କନିଷ୍ଠ ଡାକ୍ତର ଓ ଆବାସିକ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଷ୍ଟାଇପେଣ୍ଡ ନ ମିଳିବା ଓ ସୁବିଧା ସୁଯୋଗ ମିଳୁନଥିବା…

କାହାର ହେବ କନ୍ଧମାଳ, ମେଣ୍ଟ ହେଲେ କାହା ଖାତାକୁ ଯିବ ସିଟ୍?

ଭୁବନେଶ୍ୱର: କାହାର ହେବ କନ୍ଧମାଳ ? ମେଂଟ ହେଲେ କାହା ଖାତାକୁ ଯିବ ସିଟ୍ ? ବିଜେଡି ନା ବିଜେପି ? ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିବ କି ବିଜେଡି ? ନା ସବୁଥର ପରି ନୂଆ ଚେହେରା ଉପରେ ଲଗାଇବ ବେଟ୍ ? ମୋଦିଙ୍କ ମିଶନ ୪ଶୋ ପାର ପାଇଁ କନ୍ଧମାଳରୁ ପ୍ରାର୍ଥୀ ଓହ୍ଲାଇବ କି ବିଜେପି ? ଯଦି ଲଢେ,…