Latest Odisha News

BREAKING NEWS

ଦୁନିଆର ସବୁଠାରୁ ମହଙ୍ଗା ମସଲା, ପାଣିରେ ପଡୁ ପଡୁ ଛାଡେ ତାହାର ରଙ୍ଗ

ଭୁବନେଶ୍ଵର: ଭାରତ ମସଲାର ଦେଶ । ଏଠାରେ ଏପରି ମସଲା ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ସବୁଠାରୁ ବଡ କଥା ହେଉଛି ଏଠାରେ ମିଳୁଥିବା କିଛି ମସଲା ବହୁତ ମହଙ୍ଗା । ଆମେ କହୁଥିବା ମସଲାକୁ ‘ରେଡ୍ ଗୋଲ୍ଡ’ କୁହାଯାଏ । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରେ ଗଣାଯାଏ । ଏହି…

ଇଚ୍ଛାମୃତ୍ୟୁ: କନ୍ଦାଇଦେବ ଆପଣଙ୍କୁ ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ସେ ଦୁଇଜଣ ୯୩ ବର୍ଷର ଥିଲେ । ତାଙ୍କ ବିବାହକୁ ଇତି ମଧ୍ୟରେ ୭୦ ବର୍ଷ ବିତିଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ, ସେତେବେଳେ ବେଡ୍ ରେ ଶୋଇଥିବା ସେ ଦୁଇଜଣ ପରସ୍ପରର ହାତ ଜୋରସେ ଧରିନେଲେ । ଇଏ ହେଉଛନ୍ତି ଦୁନିଆର ପ୍ରଥମ ଦମ୍ପତି…

ଦର୍ଶକଙ୍କ ହୃଦୟ ଛୁଇଁ ପାରିଲା ନାହିଁ ’ଲାଲ ସଲାମ’; ଜାଣନ୍ତୁ କେତେ କରିଛି ରୋଜଗାର

ନୂଆଦିଲ୍ଲୀ: ଆଠ ବର୍ଷର ବିରତି ପରେ ପୁଣି ବି ଟାଉନକୁ କ୍ୟମବ୍ୟାକ୍ କରିଛନ୍ତି ଐାଶ୍ୱର୍ଯ୍ୟା ରଜନୀକାନ୍ତ। ସେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ’ଲାଲ ସଲାମ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ରିଲିଜ ହେବାର ୮ ଦିନ ବିତି ଯାଇଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ପାରି ନାହିଁ ।…

ଏହି ସହରକୁ କୁହାଯାଏ ଭାରତର ସ୍କଟଲ୍ୟାଣ୍ଡ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

କର୍ଣ୍ଣାଟକ: ଭାରତରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ଏହି ସ୍ଥାନ ଗୁଡିକ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା । ଏହି କାରଣରୁ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଭାରତ ପରିଦର୍ଶନ କରିବାକୁ ଆସନ୍ତି । ସେହିଭଳି, ଆପଣ ନିଶ୍ଚିତ ଭାବରେ ସ୍କଟଲ୍ୟାଣ୍ଡର ନାମ ଶୁଣିଥିବେ, ଯାହା ଏହାର…

ଜଣେ ରୋଜଗାରିଆ ପତ୍ନୀଙ୍କ ଠାରୁ ଜଣେ ଗୃହିଣୀଙ୍କ କାମ ଅଧିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘର ଜଣେ ମା’ ସମ୍ଭାଳନ୍ତୁ ଅବା ଜଣେ ପତ୍ନୀ, ସେମାନଙ୍କର କାମ କରିବାର ସିଫ୍ଟ ସ୍ଥିର ହୋଇନଥାଏ । ଆଜିର ଏହି ମହଙ୍ଗା ଯୁଗରେ ଲୋକମାନଙ୍କ ମଧ୍ୟରେ ଏହି ଧାରଣା ରହିଛି ଯେ ଯଦି ପତ୍ନୀ ରୋଜଗାର କରୁଥିବ ତେବେ ଭଲ ହେବ । କିଛି ଲୋକ ଜଣେ ଗୃହିଣୀଙ୍କ କାର୍ଯ୍ୟକୁ ଅବମାନନା କରି କୁହନ୍ତି…

ଏହି ୪ଟି ଟିପ୍ସ ଆପଣଙ୍କ ପିଲାଙ୍କୁ କରିବ ଅଲରାଉଣ୍ଡର୍

ନୂଆଦିଲ୍ଲୀ: ସବୁ ବାପା ଓ ମାଆଙ୍କ ଇଚ୍ଛା ଥାଏ  ତାଙ୍କ ସନ୍ତାନ  ପାଠ ପଢ଼ିବା ସହ  ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ । ତେଣୁ ସେମାନେ  ପିଲାଙ୍କ ଉନ୍ନତି ପାଇଁ ବଭିନ୍ନ କ୍ଲାସକୁ ପଠାଇ ଥାଆନ୍ତି । ଯେପିରି ଡ୍ୟାନ୍ସ, ଗୀତ, ଚେସ୍, କରାଟେ,  ସ୍କେଟିଂ କ୍ଲାସରେ ଭର୍ତ୍ତି କରିଥାଆନ୍ତି ।…

ଇସ୍ରୋର ନୂତନ ମିଶନ୍: ଆଜି ଲଞ୍ଚ ହେବ “ନଟି ବୟ”

ଆନ୍ଧ୍ରପ୍ରଦେଶ: ଭାରତ ପାଇଁ ଏବେ ଖରାପ ପାଣିପାଗର ପୂର୍ବସୂଚନା ଜାଣିବା ଏବେ ଆହୁରି ସହଜ ହେବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ତା’ର ପାଣିପାଗର ସଠିକ୍ ସୂଚନା ପ୍ରଦାନକାରୀ ସାଟେଲାଇଟ୍ INSAT-3DS ଉତକ୍ଷେପଣ କରିବାକୁ ଯାଉଛି। ଏଥିପାଇଁ ସ୍ପେସ୍ ଏଜେନ୍ସି ଏଭଳି ଏକ ରକେଟ୍…

ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୧୪ ମସିହାରେ ଜଣେ ଅର୍ଥୋପେଡିକ୍ ଡାକ୍ତର ଓ ତାଙ୍କ କେୟାର ଟେକର ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା ମାମଲାର ଅଭିଯୁକ୍ତ ସ୍ନେହା ଶୋକର ସାମଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ୱରର ଏକ ଅଦାଲତ। ୨୦୧୪ ଅକ୍ଟୋବର ୧୪ ତାରିଖରେ ଖଣ୍ଡଗିରି ପାହାଡ଼ ନିକଟରେ ଡାକ୍ତର…

ଡାକ୍ତରଖାନାରୁ ନିଖୋଜ ହେଲା ନବଜାତ ଶିଶୁ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ନେଇଥିବା ସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଚାଇଲ୍ଡ କେୟାର ୟୁନିଟରୁ ଜଣେ ନବଜାତ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ହସ୍ତାନ୍ତର କରିନଥିବା ନେଇ ପରିବାର ଲୋକେ ଶୁକ୍ରବାର…