ସମୁଦ୍ରରେ ବିମାନ ଖସିପଡ଼ିବାରୁ ଅଭିନେତା ଓ ତାଙ୍କ ୨ ଝିଅ ମୃତ
ଲସ୍ଏଞ୍ଜେଲେସ୍: କାରିବିୟାନ ସାଗରକୁ ଏକ ବିମାନ ଖସି ପଡ଼ିବାରୁ ହଲିଉଡ଼ର ଜଣେ ଅଭିନେତା ଓ ତାଙ୍କର ୨ ଝିଅଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜର୍ମାନରେ ଜନ୍ମିତ ଅଭିନେତା କ୍ରିଷ୍ଟିଆନ୍ ଅଲିଭର । ଏହି ଖବର ଜଣାପଡ଼ିବା ପରେ ହଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।
ଅଲିଭର ଓ ତାଙ୍କର…