Kalabaisakhi Storm:କାଳବୈଶାଖୀ ତାଣ୍ଡବ; ୩ ମୃତ,ଜଣେ ଗୁରୁତର;ମୃତ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ନିର୍ଦ୍ଦେଶ
କେନ୍ଦୁଝର:ତାଣ୍ଡବ ରଚିଲା କାଳବୈଶାଖୀ। ତିନି ଜଣଙ୍କ ମୃତ୍ୟୁ । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା । କାଳବୈଶାଖୀର ପ୍ରବଳ ବର୍ଷା ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ିପଡିଥିଲା ।…