Latest Odisha News

BREAKING NEWS

ଆସନ୍ତାକାଲି ୬୮ ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଦାନ କରାଯିବ ୬୮ତମ ଜାତୀୟ ରେଳ ପୁରସ୍କାର । ଆସନ୍ତାକାଲି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଏହି ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । କର୍ମଚାରୀଙ୍କ ମଧ୍ୟରେ…

ନଗଦ ଟଙ୍କା ଜବତ ପରେ ପୁଣି ଥରେ ବୌଦ୍ଧ ଡିଷ୍ଟିଲରି କମ୍ପାନୀରେ ଆୟକର ବିଭାଗର ରେଡ୍

ବୌଦ୍ଧ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ୩୫୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ଘଟଣାରେ ଗୁରୁବାର ବୌଦ୍ଧ ଜିଲ୍ଲାରେ ଥିବା ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ୍ ଲିମିଟେଡ୍ (ବିଡିପିଏଲ୍)ରେ ପୁଣିଥରେ ଆୟକର ବିଭାଗର ଏକ ଟିମ୍ ପହଂଚି ଅନୁଧ୍ୟାନ କରିଛି। ଅଧିକାରୀମାନେ ଦୁଇଟି…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ସାମୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିପାରି ନ ଥିବାରୁ ସେ ଏହି ସିରିଜରେ ଖେଳି ନ ପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ…

ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର, ଗଞ୍ଜାମ ଜିଲ୍ଲା ସୋରଡା…

କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବେ ଶ୍ରେୟାଶ ଆୟାର

କୋଲକାତା: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଡିସେମ୍ବର ୧୯ରେ ଦୁବାଇରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଇତି ମଧ୍ୟରେ କୋଲକାତା ଶ୍ରେୟାଶ ଆୟାରଙ୍କୁ ଏହି ସିଜନ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଆଘାତ ସମସ୍ୟା ଯୋଗୁ ସେ ୨୦୨୩…

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି…

ପରିବେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୭ରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ଵର: ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶା ପରିବେଶ କଂଗ୍ରେସର ୧୪ତମ ଅଧିବେଶନ ଭୁବନେଶ୍ବର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ । ଏହି ପରିବେଶ କଂଗ୍ରେସର ବିଷୟ ବସ୍ତୁ ରହିଛି “ ପରିବେଶ ଓ ସହରୀକରଣ” । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧୭ ତାରିଖରେ…

ସଂସଦରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସାତ ଦିନିଆ ପୁଲିସ ରିମାଣ୍ଡରେ

ନୂଆଦିଲ୍ଲୀ: ସଂସଦ ଭବନ ବାହାରେ ଏବଂ ଭିତରେ ଗଣ୍ଡଗୋଳ ଏବଂ ସୁରକ୍ଷା ଭଙ୍ଗ କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ହେପାଜତକୁ ପଠାଯାଇଛି। ତେବେ ଦିଲ୍ଲୀ ପୋଲିସ ତାଙ୍କୁ ୧୫ ଦିନିଆ ପୋଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର…

ମୁହଁରେ ଟେପ ମାରି ବ୍ୟାଟିଂ କଲେ ଇନ୍ଦ୍ରଜିତ, ମନେ ପଡିଲା କୁମ୍ବଲେଙ୍କ କଥା

ରାଜକୋଟ: ଚଳିତ ବିଜୟ ହଜାରେ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ହରିୟାଣା ନିକଟରୁ ତାମିଲନାଡୁ ପରାସ୍ତ ହୋଇଛି । ତେବେ ଏହି ମ୍ୟାଚରେ ତାମିଲନାଡୁ ବ୍ୟାଟ୍ସମ୍ୟାନ ବାବା ଇନ୍ଦ୍ରଜିତଙ୍କ ଇନିଂସକୁ ସମସ୍ତ କ୍ରୀଡାପ୍ରେମୀ ଭୂୟସୀ ପ୍ରଶଂସା କରିଛନ୍ତି । ମ୍ୟାଚ ଅବସରରେ ଇନ୍ଦ୍ରଜିତଙ୍କ ଓଠ ଫାଟିଯାଇ…

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାରେ ତଦନ୍ତ ଚାଲିଛି, ରାଜନୀତି ନକରିବାକୁ ବିରୋଧୀଙ୍କୁ ସରକାରଙ୍କ ଆହ୍ବାନ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ହୋଇଥିବା ସୁରକ୍ଷା ଭଙ୍ଗ ଘଟଣାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିବା ସହ ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ ନକରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି। ଅପରାହ୍ନ ୨ଟାରେ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ଗୃହକୁ…