କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ମୋହିନୀୟାଟ୍ଟମ୍ରେ ଶିବତତ୍ତ୍ୱ ଓ ଓଡ଼ିଶୀରେ କୃଷ୍ଣ ରସ କଲା ମନ୍ତ୍ରମୁଗ୍ଧ
କୋଣାର୍କ : ଶାସ୍ତ୍ରୀୟ ନୃତ୍ୟରେ ପୌରାଣିକ ପ୍ରସଙ୍ଗର ଅବତାରଣା ଭାବ ଓ ଭକ୍ତିର ସଂଚାର କରେ । ଏହି ଉକ୍ତିର ସତ୍ୟତାକୁ ପ୍ରକାଶ କରିଥିଲା ଅର୍କକ୍ଷେତ୍ର ସୂର୍ଯ୍ୟମନ୍ଦିର ପାଦଦେଶ ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାକୁ ରସମୟ…