କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍, ଜାଣନ୍ତୁ କେତେ ସମ୍ପତିର ମାଲିକ
ନୂଆଦିଲ୍ଲୀ: ଭି.ଡି. ସତିସନ୍ କେରଳମର ନୂଆ ମୁଖ୍ୟମନ୍ତ୍ରୀ। ୧୦ ବର୍ଷ ପରେ କେରଳରେ କଂଗ୍ରେସ ବିଜୟୀ ହୋଇଛି। ଯାହା ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ ୟୁଡିଏଫ୍ ଫେରିଛି। ତେବେ ଜାଣନ୍ତୁ କେରଳର ନୂତନ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି କେତେ...
ବରିଷ୍ଠ କଂଗ୍ରେସ ନେତା ଭି.ଡି. ସତିସନ୍…