ଏଆଇ ପ୍ରସଙ୍ଗରେ ରମାଦେବୀ ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ଆରଡିଡବ୍ଲୁୟୁ)ରେ ସାହିତ୍ୟ ଏବଂ ଚଳଚ୍ଚିତ୍ର ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ପ୍ରଭାବ ସମ୍ପର୍କରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଉଦଘାଟନୀ ଉତ୍ସବରେ ଆରଡିଡବ୍ଲୁୟୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମାନବ ବୁଦ୍ଧିମତା…