କାରଖାନାରେ ଆମୋନିଆ ଗ୍ୟାସ ଲିକ୍: ୭ ମୃତ, ୬୭ ଜଣ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି
ଚେନ୍ନାଇ: ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଏକ ସି-ଫୁଡ୍ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବାର ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣା ପଡ଼ିଛି । ଏହି ଘଟଣାରେ ୬୭ ଜଣଙ୍କୁ ମେଡିକାଲ୍ ରେ ଚିକିତ୍ସା ପାଇଁ…