Latest Odisha News

BREAKING NEWS

ପେଟ୍ରୋଲ ଡିଜେଲ ପରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ ବୃଦ୍ଧି ପାଇଲା…

ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦର ପରେ ରାଜ୍ୟରେ ବଢିଲା ବସ୍‌ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍‌ ଭଡ଼ା ୪ରୁ ୬ ପଇସା ବଢିଛି । ଏହି…

Fuel Saving: କଟକ ମହାନଗର ନିଗମର ବଡ଼ ନିଷ୍ପତ୍ତି;ସୋମବାର ସରକାରୀ ଗାଡ଼ି ବ୍ୟବହାର ମନା

କଟକ: ସରକାରୀ ସ୍ତରରେ ତେଲ ସମସ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ତୈଳ ସଙ୍କଟକୁ ନେଇ କଟକ ମହାନଗର ନିଗମ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ । ଏହାଛଡା ରବିବାର ଓ ଛୁଟି…

ଥାଇଲାଣ୍ଡ ଓପନରୁ ସିନ୍ଧୁ ବିଦା, ସେମିରେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଚଳିତ ଥାଇଲାଣ୍ଡ ଓପନ ସୁପର ସିରିଜ ବ୍ୟାଡମିଂଟନର ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୩ ନମ୍ବର ଖେଳାଳି ଅକାନେ ୟାମାଗୁଚୀଙ୍କ ନିକଟରୁ ୨୧-୧୯, ୧୮-୨୧ ଓ ୧୫-୨୧ରେ…

CM’s Grievance Hearing: ଏହି ୨ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର:ଆସନ୍ତା ମେ ୧୮ ଓ ୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି" କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଅନିବାର୍ଯ୍ୟ

ଭୁବନେଶ୍ବର: ଏଣିକି ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଅଧିକ ରହିପାରିବେନି କର୍ମଚାରୀ । ୩ ବର୍ଷରୁ ଅଧିକ ରହିଲେ ବଦଳି କରାଯିବ । ମିଳିଥିବା ସୂଚନା ଅନୁସାରେ, ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ…

ଟେଷ୍ଟରୁ ଅବସର କଣ ପାଇଁ ନେଲେ କହିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଦୀର୍ଘ ଦିନ ପରେ କୋହଲି କଣ ପାଇଁ ଟେଷ୍ଟରୁ ଅବସର ନେଲେ ସେ ନେଇ ଖୁଲାସା କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ୯ ଇନିଂସରେ ୧୯୦ ରନ…

SC to conduct virtual hearings:ତୈଳ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨ ଦିନ ଭର୍ଚୁଆଲ୍‌ ଶୁଣାଣି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ ପରେ ଦେଶ ଏବେ ଇନ୍ଧନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛି। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ଅପିଲ୍ କୁ ଗ୍ରହଣ କରି ନିଜର କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଘୋଷଣା କରିଛନ୍ତି। ଶୁକ୍ରବାର ଦିନ…

ଚେନ୍ନାଇ, ଆରସିବି ଘୋଷଣା କଲେ ବଦଳ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ପ୍ଲେ ଅଫ ପ୍ରବେଶ ପାଇଁ ଏବେ କେତୋଟି ଟିମ ମଧ୍ୟରେ ସଂଘର୍ଷ ଜାରୀ ରହିଛି । ଇତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଓ ଆରସିବି ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଚେନ୍ନାଇ ଖଲୀଲ ଅହମ୍ମଦଙ୍କ ସ୍ଥାନରେ କୂଲଦୀପ ଯାଦବଙ୍କୁ…

ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରି; ବଢିବ କି ସମୁଦ୍ର ମାଛ ଦର? ହାତବାନ୍ଧି ବସିଲେଣି ମତ୍ସ୍ୟଜୀବୀ…

ଜଗତସିଂହପୁର: ସାରା ଦେଶରେ ତେଲ ସଙ୍କଟ ଥିବା ବେଳେ, ଏବେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଟାଙ୍କିରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ପ୍ରତ୍ୟକ ଦିନ ନିଜ ନିଜ କାର୍ଯ୍ୟ ପାଇଁ ଅନ୍ୟ ସ୍ଥାନକୁ ଯାତାୟତ କରୁଥିବା ଲୋକ ତେଲ ପାଇଁ ନିଜ ବ୍ୟବସାୟ ବନ୍ଦ କରିବା ସହ ନିଜ ନିଜ କାର୍ଯ୍ୟ ବନ୍ଦ…

ପୂନର୍ବାର ଆଉ ଏକ ବିବାଦରେ ଅର୍ଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଅର୍ଶଦୀପ ସିଂ ପୂନର୍ବାର ଆଉ ଏକ ବିବାଦରେ ଫସିଛନ୍ତି । ନିକଟରେ ସେ ଚଳିତ ଆଇପିଏଲରେ ତିଳକ ବର୍ମାଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଯାହାକୁ ପ୍ରଶଂସକମାନେ ଟ୍ରୋଲ କରିଛନ୍ତି । ଜଣେ ପ୍ରଶଂସକ ଲେଖିଥିଲେ ପଞ୍ଜାବ କିଙ୍ଗସ ଆଇପିଏଲରୁ…