ସ୍ବାମୀର ମୃତ୍ୟର କେଇ ଘଣ୍ଟା ପରେ ଆଖି ବୁଜିଲେ ପତ୍ନୀ, ଏକାକି ହୋଇଗଲେ ତିନି ଛୁଆ
ମାଲକାନଗିରି:ବାଲିମେଳାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କୁ ହରାଇବାର ମାତ୍ର କିଛି ଘଣ୍ଟା ପରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମୃତ ହରି କୁଳଦୀପଙ୍କ ଘର ବାଲିମେଳା ଏନ୍ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ। ଦିନ ମଜୁରିଆ ଭାବେ…