କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?
ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…