ଏକଦା ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ, ଏବେ ହେଲେ ବୈଦେଶିକ ମନ୍ତ୍ରୀ
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କୁ ବୈଦେଶିକ ସଚିବ ବା ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୧୦ରୁ ୨୦୧୬ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପୂର୍ବରୁ କାମେରୁନ୍ ୨୦୦୮ରୁ ୨୦୧୦ ଯାଏଁ ବୈଦେଶିକ…