Xi and Trump meet: କୋଳାକୋଳି ହେଲେ ୨ ମହାଶକ୍ତି, ଚମକି ପଡିଲା ବିଶ୍ବ…
ନୂଆଦିଲ୍ଲୀ: ୮ ବର୍ଷ ପରେ ଚୀନ ମାଟିରେ ଡୋନାଲ୍ଡ ଟ୍ରମ୍ପ
ଭବ୍ୟ ସ୍ବାଗତ କଲେ ରାଷ୍ଟ୍ରପତି ସି ଜିନପିଙ୍ଗ
ଦେଲେ ବଡ ମ୍ୟାସେଜ୍, ଚମକି ପଡିଲା ବିଶ୍ବ!
ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଆଞ୍ଚଳିକ ସୁରକ୍ଷା ବିବାଦ ମଧ୍ୟରେ ଆମେରିକା…