Latest Odisha News

BREAKING NEWS

Online money investment:ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ;୫ ଗିରଫ

ଭୁବନେଶ୍ବର: ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିଲେ ଏକ ସାଇବର ରାକେଟ ।  ବାନ୍ଧିଲା ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ସାଇବର ପୋଲିସ ତଦନ୍ତ କରି ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ ଭୁବନେଶ୍ୱରରେ…

Milk Price Hike:ମହଙ୍ଗା ମାଡ଼; ୨ଟଙ୍କା ବଢ଼ିଲା କ୍ଷୀର

ନୂଆଦିଲ୍ଲୀ: ଅମୁଲ ଓ ମଦର ଡେରୀ ବୁଧବାର ଦିନ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ₹୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉଭୟ କମ୍ପାନୀ ପାଇଁ ନୂତନ ଦର ଗୁରୁବାର (୧୪ ମେ) ଠାରୁ ଲାଗୁ ହେବ। ଅମୁଲ ମେ ୨୦୨୫ ପରେ ପ୍ରଥମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ମଦର ଡେରୀ ପୂର୍ବରୁ ଏପ୍ରିଲ…

Raisin And Fennel Water: ଖରାଦିନେ ପ୍ରତିଦିନ କିସମିସ୍ ଏବଂ ପାନମହୁରୀ ପାଣି ପିଅନ୍ତୁ…ମିଳିବ ଏହି ଲାଭ

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଚଣ୍ଡ ଖରା ଶରୀରର ସମସ୍ତ ଜଳୀୟ ଅଂଶକୁ ନଷ୍ଟ କରିଦିଏ। ଏହି ସମୟରେ ଶରୀରରେ ପାଣିର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗ୍ରୀଷ୍ମ ଋତୁରେ ଶରୀରକୁ…

ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ; କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ୧୦୦% ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଦ୍ୱାଦଶ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ୯୮ପ୍ରତିଶତ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଜନଜାତି ଐତିହ୍ୟ ସଂରକ୍ଷଣ ପାଇଁ କଳିଙ୍ଗନଗରଠାରେ ‘ସଂବାଦ ଫେଲୋସିପ୍’ର ୧୦ମ…

କଳିଙ୍ଗନଗର: ସ୍ଥାନୀୟ ସଂସ୍କୃତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗୋବରଘାଟି ଫେଜ୍-୨ ସ୍ଥିତ ଆଦିବାସୀ ୟୁଥ କ୍ଲବ୍‌ଠାରେ 'ସଂବାଦ ଫେଲୋସିପ୍'ର ୧୦ମ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଯାଜପୁର ସ୍ୱତନ୍ତ୍ର…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌

ଭୁବନେଶ୍ୱର: ପୁରୀ ଏବଂ କୋରାପୁଟକୁ ସଂଯୋଗ କରୁଥିବା ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଖୁବ୍ ଶୀଘ୍ର ଚଳାଚଳ ଆରମ୍ଭ କରିବ। ଏନେଇ ବୁଧବାର ଦିନ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ରେଳ ମନ୍ତ୍ରଣାଳୟ ଏହି ସେବାକୁ ଅନୁମୋଦନ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଟ୍ରେନ୍ ଅନୁମୋଦନ ପାଇଁ…

Kharif Crops:କ୍ୟାବିନେଟରୁ ଚାଷୀଙ୍କ ପାଇଁ ଖୁସି ଖବର;୧୪ଟି ଫସଲର MSP ବୃଦ୍ଧି ନେଇ ମଞ୍ଜୁରୀ

ନୂଆଦିଲ୍ଲୀ:୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କଲେ କେନ୍ଦ୍ର ସରକାର । ଏଥିପାଇଁ ସରକାର ମୋଟ ୨.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କ୍ୟାବିନେଟ୍…

ଇନ୍ଧନ ସଙ୍କଟ; ଏହି ରୁଟରେ ବିମାନ ଉଡାଣ ହ୍ରାସ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇନ୍ଧନ ସଙ୍କଟ ଦେଖାଦେଇଛି। ଏୟାରସ୍ପେସ୍ କଟକଣା ଏବଂ ବର୍ଦ୍ଧିତ ଜେଟ୍ ଇନ୍ଧନ ମୂଲ୍ୟ ହେତୁ ଏୟାର ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିମାନ କମ୍ପାନୀ ଏହାର ଅନ୍ତର୍ଜାତୀୟ ବିମାନ ଉଡାଣ ହ୍ରାସ କରିବ ବୋଲି ସୂଚନା ଦେଇଛି।…

ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ ପରାମର୍ଶ ଦେଇଥିଲେ। ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

Medical Negligence: ଛାତି ବିନ୍ଧୁଥିଲା… ଦେଇ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ

କେନ୍ଦ୍ରାପଡ଼ା: ଛାତି ବିନ୍ଧୁଥିବା ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ମୁତାବକ, ଅନନ୍ତ ଜେନା ନାମକ ଜଣେ…