Latest Odisha News

BREAKING NEWS

ବଙ୍ଗରେ ବିଜେପି ସରକାରଙ୍କ ନୂଆ ନିର୍ଦ୍ଦେଶ: ଏଣିକି ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀ ଗାଇବେ ‘ବନ୍ଦେ ମାତରମ୍‌’

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛନ୍ତି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ…

ଦିଲ୍ଲୀରେ ନିର୍ଭୟା କାଣ୍ଡର ପୁନରାବୃତ୍ତି; ଚଳନ୍ତା ବସକୁ ଟେକି ନେଇ ଦୁଷ୍କର୍ମ, ୨ ଘଣ୍ଟା…

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ମାମଲା ପରି ଏକ ଭୟଙ୍କର ଘଟଣା ପୁଣି ଥରେ ରାଜଧାନୀ ଦିଲ୍ଲୀରେ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ରାଣୀ ବାଗ ଅଞ୍ଚଳରେ କାମରୁ ଘରକୁ ଫେରୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଟେକି ନେଇ ଏକ ଚଳନ୍ତା ସ୍ଲିପର ବସ୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…

Nepal girl’s letter to PM: “ଭୋଟ ଦେଲୁ…ଭାଙ୍ଗିଦେଲ ଘର…?”, କଅଁଳ ଆଖିରେ ଲୁହ…ମନରେ ଅନେକ…

କାଠମାଣ୍ଡୁ: “ଏବେ ଆମେ ରହିବୁ କେଉଁଠି?”...“କେଉଁଠି ପଢିବୁ ପାଠ”...'ଆମେ ତୁମକୁ ଭୋଟ ଦେଇଥିଲୁ…ତୁମେ ଆମ ଘର ଭାଙ୍ଗିଦେଲ”...କୁନି ଆଖି ଆଗରେ ଭୁଶୁଡି ପଡିଲା ସପନର କୁଡିଆ । ଏବେ କରିବ କ’ଣ…ମନରେ ଅଶୁମାରୀ ପ୍ରଶ୍ନ ନେଇ ସିଧା ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି । କାହିଁକି ଏମିତି କଲେ…

ବାଲିଅନ୍ତା ମର୍ଡର; ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍‌ ରଞ୍ଜିତ ପାତ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। କଟକ ସଦର ଥାନା ଅଞ୍ଚଳରୁ ଧରାପଡ଼ିଥିବା ସୂଚନା ରହିଛି।ସୌମ୍ୟ ରଞ୍ଜନଙ୍କର ହତ୍ୟା ମାମଲାରେ ରଞ୍ଜିତଙ୍କର…

ଉତ୍ତର ଭାରତରେ କାଳବୈଶାଖୀ ତାଣ୍ଡବ, ୯୪ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ବୁଧବାର ଦିନ ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ପବନରେ ଅନେକ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଝଡ଼ ଏବଂ ବର୍ଷା ଯୋଗୁଁ…

PM Modi 5-Nation Tour: କାଲିଠୁ ୫ ଦେଶ ଗସ୍ତରେ ଯିବେ ପିଏମ୍ ମୋଦି, ଶକ୍ତି ଶଙ୍କଟ ମଧ୍ୟରେ ମିଳିପାରେ ବଡ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୧୫ ରୁ ୨୦ ପର୍ଯ୍ୟନ୍ତ ପାଞ୍ଚଟି ଦେଶ ଗସ୍ତ କରୁଛନ୍ତି । ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଭଳି ଦେଶ ରହିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତର ଲକ୍ଷ୍ୟ ଭାରତର ରଣନୈତିକ,…

ବଦଳିବ ଡିପ୍ଲୋମା ପାଠ୍ୟକ୍ରମ, ବାଦ୍‌ ପଡ଼ିବ ଏକାଧିକ କୋର୍ସ

କଟକ: ଏଣିକି ବୈଷୟିକ ଶିକ୍ଷାରେ ବଦଳିବ ପାଠ୍ୟକ୍ରମ। ପରିବର୍ତ୍ତନ ହେବ ଡିପ୍ଲୋମା ପାଠ୍ୟକ୍ରମ। ଆଉ ବାଦ୍‌ ପଡ଼ିବ ଏକାଧିକ କୋର୍ସ। ଏଥିରେ ଯୋଡି ହେବ ଅନେକ ନୂଆ ପାଠ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିଭିତ୍ତିକ…

ଭିଜିଲାନ୍ସ ଜାଲରେ ଭଦ୍ରକ CAD ଡିଭିଜନର କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର/ଭଦ୍ରକ: ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଭଦ୍ରକର CAD ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ ସହିତ ଜଡିତ ଚାରୋଟି ସ୍ଥାନରେ ଭିଜିଲାନ୍ସ ଗୁରୁବାର ଏକକାଳୀନ ଚଢ଼ାଉ କରିଛି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱରର ସ୍ୱତନ୍ତ୍ର…

ହଟିଲା ସସ୍‌ପେନ୍ସ: ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି। ହଟିଲା ସମସ୍ତ ସସ୍‌ପେନ୍ସ। କେରଳମର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଂଗ୍ରେସରେ ଲାଗି ରହିଥିଲା ଅଙ୍କକଷା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ।…

ଲିକ୍ ହୋଇଥିବା NEET-UG ପେପର୍ ରାଜସ୍ଥାନରେ କିପରି ପହଞ୍ଚିଲା, ଛାତ୍ରଙ୍କଠାରୁ କେତେ ଟଙ୍କା ନିଆଯାଇଥିଲା

ନୂଆଦିଲ୍ଲୀ: NEET-UG ପେପର୍ ଲିକ୍ ଘଟଣାର ତଦନ୍ତ ଜୋରଦାର ହୋଇଛି, ଯାହା ପ୍ରକାଶ କରୁଛି ଯେ ଲିକ୍ ପରେ NEET-UG ପ୍ରଶ୍ନପତ୍ର କିପରି ରାଜସ୍ଥାନରେ ପହଞ୍ଚିଲା । ତଦନ୍ତ ଏଜେନ୍ସିଗୁଡ଼ିକ ପ୍ରକାଶ କରିଛନ୍ତି ଯେ, NEET-UG ପ୍ରଶ୍ନପତ୍ର ୟଶ ଯାଦବଙ୍କ ମାଧ୍ୟମରେ ରାଜସ୍ଥାନରେ ପହଞ୍ଚିଥିଲା ।…