Vijay’s Big Aviation Move: ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ…ସାବାସୀ ଦେଲେ ମୋଦୀ ସରକାର!
ଚେନ୍ନାଇ: ବିଜୟଙ୍କ ବଡ଼ ନିଷ୍ପତ୍ତିକୁ ମୋଦୀ ସରକାରଙ୍କ ସାବାସୀ! ବିମାନ ଇନ୍ଧନ ଟିକସରେ ବଡ଼ ହ୍ରାସ…ତାମିଲନାଡୁରେ ବିମାନ ଇନ୍ଧନ ଉପରେ ଟିକସ କମାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ। ତାଙ୍କ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ…