ମହୁଆଙ୍କ ବିଦେଶ ଗସ୍ତ ବାବଦରେ ଗୃହମନ୍ତ୍ରାଳୟକୁ ରିପୋର୍ଟ ମାଗିପାରେ ଏଥିକ୍ସ କମିଟି
ନୂଆଦିଲ୍ଲୀ: ଲୋକସଭାର ଏଥିକ୍ସ କମିଟି ଗୃହ ମନ୍ତ୍ରାଳୟକୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରାଙ୍କ 5 ବର୍ଷର ବିଦେଶ ଗସ୍ତର ସବିଶେଷ ତଥ୍ୟ ଦେବାକୁ କହିପାରେ। ଆଜି ଏଥିକ୍ସ କମିଟି ବୈଠକ ବସିବା ପରେ ଏହି ସୂଚନା ମିଳିଛି। ମହୁଆ ତାଙ୍କ ବିଦେଶ ଗସ୍ତ ପାଇଁ ଲୋକସଭାକୁ ସୂଚନା ଦେବା…